logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଚିନ୍ତା
ବିକାଲି
ଲୁଣ ଖାଏ ହାଣ୍ଡି ଚିନ୍ତାଖାଏ ଗଣ୍ଡି |
ସାରୁ ତିନେ ଟେକି ବିକାଲି ତିନେ ଗାଣ୍ଡି |

ଚିପିବା
ବ୍‍ଡ଼ୀସା
ହାତର ନାଡି ଚିପିବା ଦ୍ୱାରା ତାର ଗତି ଜଣା ପଡେ |
କାଜୁତାରା ସିର ବ୍‍ଡ଼ୀସିତାକା ଏଆଡିନାରା ନେଗା ପୁନ୍‍ମ୍ବା ଆନେ |

ଚିରାଲେଙ୍କଡ଼ା
ବ୍ରୀତୀ ବଣାଙ୍ଗା
ପାଗଳଟା ଚିରା ଲେଙ୍କଡା ପିନ୍ଧି ବୁଲୁଛି |
ବାଇଗାଟାଞ୍ଜୁ ବ୍ରୀତି ବଣାଙ୍ଗା ଟାଟାନା ତ୍ରେବିନେଞ୍ଜୁ |

ଚିରିବା
ମୃଙ୍ଗା
ଜଙ୍ଗଲରେ ପଶିଲେ ଲୁଗା ଚିରିବା ସମ୍ଭାବନା ଥାଏ |
ଗସାତା ସଟେକା ସିଣ୍ଡଦାନ୍ଦା ମୃଙ୍ଗା ଆଜିମାନେ |

ଚିଲ
ଡ଼ାଡୁ
ଚିଲ କୁକୁଡା ଛୁଆ ଉଠାଇ ନେଇ ଖାଇଯାଏ |
ଡାଡୁ କଜୁ ସୀପା ଗ୍ରସାନା ତିଙ୍ଗାନେ |

ଚିହ୍ନ
ଟିକା
ମୋ ବାମ ହାତରେ ଗୋଟିଏ କଟା ଚିହ୍ନ ରହିଛି |
ନାଇ ଦେବା କାଜୁତାନି ରଣ୍ଡେ ଗାହା ଟିକା ମାଞ୍ଜାନେ |

ଚିହ୍ନ ଉଠିବା
ଗାହା ନିଙ୍ଗା
ବେତ ମାଡ ହେଲେ ଦେହରେ ଚିହ୍ନ ଉଠିବା ସମ୍ଭାବନା |
ବେତେ ମାଡା ଆତେକା ଗାହା ନିଙ୍ଗା ଆଜି ମାନେ |

ଚିହ୍ନଟ
ପୁନି ଟିକା
ପକ୍ଷୀ ମଡକ ହେଲେ ଭୁତାଣୁ ଚିହ୍ନଟ କାମ କରାଯାଏ |
ପଟାଙ୍ଗା ସାବିତାକା ବୁତାଣୁ ପୁନି ଟିକାଙ୍ଗା ଦାଃପା ଆଇନେ |

ଚିହ୍ନାଇବା
ତସ୍‍ପା
ଜାତୀୟ ପତାକାର ରଙ୍ଗ ଗୁଡିକ ଅନ୍ୟକୁ ଚିହ୍ନାଇବା ଉଚିତ |
ଜାତୀୟ ପତାକାତାଆ ଜଙ୍ଗୁଙ୍ଗା ବେଗାରିଈ ତସ୍‍ପା ଲୂଡ଼ା |

ଚିହ୍ନିବା
ପୁନ୍‍ମ୍ବା
ପିଲାବେଳର ପଢାସାଥିକୁ ବହୁ ବର୍ଷ ପରେ ଚିହ୍ନିବା କଷ୍ଟ |
ମୀଡାଡେଲି ପଡିତଡେଞ୍ଜାଇ ଗାମେ ବାସାରି ବେଅଟି ପୁନ୍‍ମ୍ବା ଡ୍‍ଡ଼ାଃନେ |


logo