logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଚାହାଣୀ
ମେଃପା
ଭିକାରୀର କରୁଣ ଚାହାଣୀ ଦେଖି ମୁଁ ତରଳି ଗଲି |
ଜାପାଗାଟାନିତାରା ମେଃପା ମେହାନା ନାନ୍ଦେ ଜେଡା କାଡ଼ାତେ |

ଚାହାଳି
ପଡ଼ିବାହା
ପୂର୍ବ କାଳରେ ପିଲାଏ ଚାହାଳିରେ ପଢୁଥିଲେ |
କାହେ ମୀଡାକା ପଡିବାହାତାନି ପଡ଼ିଆଇସେରୁ|

ଚିକିତ୍ସକ
ଲପ୍‍କାଗାଟାକା
ମାଳ ଅଞ୍ଚଳରେ ଚିକିତ୍ସକମାନଙ୍କର ଘୋର ଅଭାବ ରହିଛି |
ଗସା ଦିନାଙ୍ଗାନି ମୂଲା ଈକନାକା ଲପ୍‍କାଗାଟାକା ମାନେରୁ |

ଚିକିତ୍ସା
ଲପ୍‍କା
ନିୟମିତ ଚିକିତ୍ସା କଲେ ଏଡସ୍‍ ଭଲ ହୋଇଯାଏ |
ଟିକ୍‍ନାଡ଼ାଈ ଲପ୍‍କା ଆତେକା ଏଡ୍‍ସ୍‍ ନେଗି ଆନେ |

ଚିଙ୍ଗୁଡି
ଗଙ୍ଗାକା
ଚିଙ୍ଗୁଡି ଘେରି ଯାକ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ କରୁଛି |
ଗଙ୍ଗକା ଆର୍ଡା ଚିଲିକାତାରା ସାଞ୍ଜା ନାହି ଗିପିନେ |

ଚିତ୍କାର
କ୍ଲିରି
ଘରେ ନିଆଁ ଲାଗିଲେ ଚିତ୍କାର କରି ଲୋକଙ୍କୁ ଡାକିବ |
ଇଡୁ ନାଡ଼ି ଆଃତେକା କ୍ଲିରିକ୍ଲିରିନା ଲକୁରରିଈ ଆରଦୁ |

ଚିତ୍ର
ପୂଟଙ୍ଗା
ରିମି ଭବିଷ୍ୟତରେ ଜଣେ ଭଲ ଚିତ୍ରକର ହେବ |
ରିମି ମାଏସି ରଣ୍ଡେ ପୂଟଙ୍ଗା ଉଃପାଗାଟାରି ଆନେ |

ଚିତ୍ରକାର୍ଡ
ପୂଟକାର୍ଡ
ଶିକ୍ଷକ ଚିତ୍ରକାର୍ଡ ସାହାଯ୍ୟରେ ଶିକ୍ଷା ଦିଅନ୍ତି |
ମାଷ୍ଟ୍ର ପୂଟକାଡାଙ୍ଗା ତସାନା ପଡି ଗିପିନେଞ୍ଜୁ |

ଚିନାବାଦାମ
ବିରା ସଣାଙ୍ଗା
ଚିନାବାଦାମ ଚାଷ ଏକ ଲାଭ ଜନକ ଫସଲ |
ବିରା ସଣାଙ୍ଗାତାସା ରଣ୍ଡେ ଲାବାପାନି ତାସା |

ଚିନି
ସିନି
ଗୁଡରୁ ଚିନି ପ୍ରସ୍ତୁତ କରାଯାଏ |
ଗୂଡ଼ୁଡ଼ାଈ ସିନି ତଲ ଗିୱା ଆଇନେ |


logo