logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଚାବି
କୁସିପାକା
ମୁଁ ସାଇକେଲ ଚାବି ହଜାଇ ଦେଇଥିଲି |
ଆନୁ ସାକେଲତାରା କୁସିପାକା ମ୍ରାକ୍‍ସାମାସେ |

ଚାରା
ତଲି
ଫଳ ଚାରା ଲଗାଇତାରି ଯତ୍ନ ନିଅ |
ପଲ ତଲି ଉହାନା ଏରା ଲକ୍‍ଦୁ |

ଚାରି ଆଡକୁ
ଗୁଲେ ପାଜାକି
ପକ୍ଷୀ ମଡକ ଚାରି ଆଡକୁ ବ୍ୟାପିଥାଏ |
ପଟାଙ୍ଗାସାୱା ଗୁଲେ ପାଜାକି ପ୍ଲାମ୍ବାଈଙ୍ଗାନେ |

ଚାରି ପଟେ
ତୀଡ଼ି ଗୁଞ୍ଜିରି
ବେଳେବେଳେ ସମସ୍ୟା ଚାରିପଟେ ଘେରିଯାଏ |
ଜାହିତାନି ଜୁଜୁରି ତୀଡ଼ି ଗୁଞ୍ଜିରି ଗ୍ରୁପିଞ୍ଜାନେ |

ଚାରି ପାଖ
ସାରିବେଞ୍ଜ
ଘର ଚାରିପାଖରେ ଥିବା ଲତା ବୁଦା ସଫା କର |
ଇଡୁ ସାରି ବେଞ୍ଜ ମାନା ସଲା ଡୁବାଙ୍ଗା କେଲି ଗିଦୁ |

ଚାଲାକି
ସୁତ୍ରଗାଟାଞ୍ଜୁ
ଚାଲାକି ଲୋକ ବିପଦରୁ ରକ୍ଷାପାଏ |
ସୁତ୍ର ଗାଟାଞ୍ଜୁ ସାୱାଡ଼ାଈ ଜ୍‍ଡ଼ୀୱା ପାନେଞ୍ଜୁ |

ଚାଲିଚାଲି
ତାକି ତାକି
ପାର୍ବତ୍ୟ ଅଞ୍ଚଳରେ ଲୋକେ ଚାଲି ଚାଲି ଯା ଆସ କରନ୍ତି |
ସର୍କା ଦିନାତାକା ତାକିତାକି ସାଲ୍‍ବା ୱାବା ଗିପିନେରୁ |

ଚାଳ
ତୂଲି
ଆଜି ଆମ ଚାଳ ଉପରେ କାଉ ରାବୁଥିଲା |
ନେଞ୍ଜୁ ମାଇ ତୂଲି ସେଣ୍ଡ ରଣ୍ଡେ କାକା ଡ଼ୀମାସେ |

ଚାଳଘର
ନାଡାଇଜୁ
ଚାଳଘର ନିଆଁକୁ ଡର |
ନାଡାଇଜୁ ନାଡିସେଲୁ ଆଜି |

ଚାଷ
ତାସା
ଚାଷ ଅଛି ଯାହାର କି ଆନନ୍ଦ ତାହାର |
ତାସା ମାନାନିତାରି ଏସେ ରେହା |


logo