logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଚଳ ପ୍ରଚଳ
ସାଲ୍‍ୱାବା
କନ୍ଧମାଳରେ ରେଳ ଚଳ ପ୍ରଚଳ ସୁବିଧା ନାହିଁ |
କନ୍ଧମାଳତାନି ରେଲ ସାଲ୍‍ବାୱାବାତାରି ସିଡେ |

ଚଳାଚଳ
ସାଲ୍‍ବା ୱାବା
ଲୋକେ ବସଯୋଗେ ଚଳାଚଳ କରନ୍ତି |
ଲକୁ ବସ୍‍ଡ଼ାଈ ସାଲ୍‍ବା ୱାବା ଗିପିନେରୁ |

ଚଷମା
ଡିଟିଙ୍ଗା
ଦୃଷ୍ଟି ଦୋଷଥିଲେ ଚଷମା ଲଗାଇବା ଭଲ |
ମେଃପା ମୂପି ସିଡାତାକା ଡିଟିଙ୍ଗା କୀପ୍‍କା ନେଗି |

ଚହଟଇ
ବାସ୍‍ଣାୱେପା
ଚମ୍ପା ଫୁଲର ବାସନା ଚାରିଆଡେ ଚହଟଇ |
ସମ୍ପା ପୂଜୁତାରି ବାସ୍‍ଣାୱେପି ମାନେ |

ଚାଉଳ
ପ୍ରାଙ୍ଗା
ଚାଉଳ ଚୁନାରେ ଆରିଷା ପିଠା ହୁଏ |
ପ୍ରାଙ୍ଗା ଗୁଣ୍ଡାଡ଼ାଈ ଆଡ଼ସା ପିଟ ଆଇନେ |

ଚାକିରୀ
ନକରି
ଆଜିକାଲି ଚାକିରୀ ମିଳିବା କଷ୍ଟ କର ଅଟେ |
ନେଞ୍ଜୁବୀଏ ନକରି ପାନ୍‍ମ୍ବା ଗାମେ ଡ଼ାଃପିମାନେ |

ଚାକୁଣ୍ଡା
ଅଡାମେରଡି
ଚାକୁଣ୍ଡାର ପତ୍ର ସନ୍ଧ୍ୟାବେଳେ ମଉଳି ଯାଏ |
ବିଲୁଡି ଆତେକା ଅଡାମେରଡି ଆକା କଡୁଇନୁ |

ଚାଖଣ୍ଡ
ସାକାଡାକା
ସହରରେ ଚାଖଣ୍ଡ ଯାଗାର ମଧ୍ୟ ମୁଲ୍ୟ ଅଧିକ |
ସହର ତାନି ସାକାଡ଼ିତାରିବେ ବାହା ଗାମେ ମୁଲୁ ଆଇନେ |

ଚାଟ
ପଡ଼ିମୀଡା
ଦିନେ ମୁଁ ଆମ ଗ୍ରାମ ବିଦ୍ୟାଳୟର ଚାଟ ଥିଲି |
ରନିସି ଆନୁ ମାଇ ନାଜୁ ଇସ୍କୁଲି ପଡ଼ିମୀଡାତେନୁ ମାସେ |

ଚାପି
ନାସାନା
ଗଳି ଯାଉଥିବା ପାଣିକୁ ଚାପି ରଖ |
ୱାଙ୍ଗାଈମାନି ସିରୁତିନି ନାସାନା ଇଟାଦୁ |


logo