logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଖଜୁରି
କାଜୁରି
ଆମ ଗାଁରେ ଡେଙ୍ଗା ଡେଙ୍ଗା ଖଜୁରି ଗଛ ଅଛି |
ମାଇବେଞ୍ଜ ପ୍‍ଡ଼ୀସାନାଈ କାଜୁରି ମ୍ରାଃବା ମାନୁ |

ଖଞ୍ଜିବା
କଞ୍ଜିଗିୱା
ଘଡ଼ିର ଯନ୍ତ୍ରାଂଶ ଖଞ୍ଜିବା ଜଟିଳ କାର୍ଯ୍ୟ ଅଟେ |
ଘଣ୍ଟାତାଆ କ୍ଞ୍ଜିଗିୱା ଗାମେ ଡ୍‍ଡ଼ାଃନି କାବାଡି |

ଖଡ଼ିକା
ପହେରାଞ୍ଜା
ଖଡ଼ିକାରେ ଗୁହାଳ ସଫା କରାଯାଏ |
ପହେରାଞ୍ଜାଡ଼ାଈ ଗହେଲି ଡୁପ୍‍କା ଆଇନେ |

ଖଣ୍ଡ ଖଣ୍ଡ
କୂଟାଙ୍ଗ କୁଟାଙ୍ଗ
ତେଲ ବୋତଲ ତଳେ ପଡି ଖଣ୍ଡ ଖଣ୍ଡ ହେଇଗଲା |
ନିଜୁକାଞ୍ଚ ନେଡେ ଦିଆନା କୂଟାଙ୍ଗ କୂଟାଙ୍ଗ ଆତେ |

ଖଦଡା
ରୂଗାନାରି
ଗହମ ପେଶିବା ପରେ କିଛି ଖଦଡା ଅଂଶ ଥାଏ |
ଗହମୁ ରୂସିତି ବେଅଟି ରୂଗାନାରି ରାହି ଆନେ |

ଖନ୍ଦା
କାନ୍ଦା
ଭୋଜି ବେଳେ ଖନ୍ଦାରେ ରୋଷେଇ କରାଯାଏ |
ବଜିତାନି କାନ୍ଦାତା ପାଲାକୁସା ୱାଜା ଆଇନେ |

ଖପରା
ମାର୍କିସିମା
ହାଣ୍ଡି ଭାଙ୍ଗିଗଲେ ଖପରା ହୋଇଯାଏ |
ଟେକି ଅଜି ତାକା ମାର୍କିସିମା ଆଇନେ |

ଖବର
ସଦି
ଖବର କାଗଜ ସମାଜର ଦର୍ପଣ ଅଟେ |
ସଦିଆକୁ ଲକୁରିତାରି ରଣ୍ଡେ ଡିଟି ମାରାତାରି |

ଖମ୍ବ ଆଳୁ
ଗାଣ୍ଡିକୁନା
ଖମ୍ବ ଆଳୁ ଏକ ଭଲ ପରିବା ଅଟେ |
ଗାଣ୍ଡିକୁନା ରଣ୍ଡେ ନେଗି କୁସାବର |

ଖରା
କାରା
ଗ୍ରୀଷ୍ମ ଋତୁରେ ଟାଣ ଖରା ହୁଏ |
କାରା ଡେଲିତାନି ସିଟା କାରା ଆନେ |


logo