logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅମଳ
ତାସାକୱା
ଫସଲ ଅମଳ ସମୟେ ଚାଷି ଖୁସି ହୁଏ |
ତାସା କୱାଡେଲିତାନି ତାସାଗାଟାଞ୍ଜୁ ରେହା ଆନେଞ୍ଜୁ |

ଅମୃତ
ଡିସେକା ସାଆନାରି
ଅମୃତ ଖାଈଲେ କେହି ମରନ୍ତି ନାହିଁ |
ଅମୃତ ଡିସେକା ଏସେକୱେଏ ସାଆନାରି |

ଅମ୍ବର
ମୂଡେଙ୍ଗି
ନୀଳ ଅମ୍ବର ଭାରି ସୁନ୍ଦର |
ନୀଲି ମୂଡେଙ୍ଗି ଗାମେ ସାଞ୍ଜା ତସ୍କିନେ |

ଅମ୍ଲ
ସ୍ରାଃପା
ଅମ୍ଲ ରସ ପିଇ ହୁଏ ନାହିଁ |
ସ୍ରାଃପା ରସ ଉନ୍‍ମା ମୂପା ଆଏ |

ଅରମା
ସଲାମାଲା
ଆମେ ଆମ ବାରିର ଅରମା ସଫା କରୁ |
ଆମୁ ମାଇ ବାଡାତାରା ସଲାମାଲା କେଲି ଗିପିନାମୁ |

ଅର୍ଥ
ପାଇଡାବୁ
ପରିଶ୍ରମ କରି ଅର୍ଥ ଉପାର୍ଜନ କର |
ପାଇଟି କାବାଡି ଗିଆନା ପାଇଡାବୁ ଅର୍ଜିଆଦୁ |

ଅର୍ଦ୍ଧକ ଅଂଶ
ତୁଲେବାଗା
ମୋ ମିଠେଇର ଅର୍ଦ୍ଧକ ଅଂଶ ସାନଭାଇକୁ ଦେଲି |
ନାଇ କଜାଙ୍ଗାନା ତୁଲେ ନାଙ୍ଗେ କଗାନିକି ସିତେ |

ଅର୍ଦ୍ଧରାତ୍ର
ତୁଲେ ନାଡାଙ୍ଗି
ଚୋର ଅର୍ଦ୍ଧରାତ୍ରରେ ବାହାରେ |
ପ୍‍ ଡେକରେଏଞ୍ଜୁ ତୁଲେ ନାଡାଙ୍ଗି ସ୍‍ଡଃନେଞ୍ଜୁ |

ଅଳନ୍ଧୁ
ଆଲାଜ୍ରାଣ୍ଡୁ
ରୋଷେଇ ଘରେ ଅଳନ୍ଧୁ ଲାଗେ |
ୱାଜାଇଡୁତାନି ଆଲାଜ୍ରାଣ୍ଡୁ କକ୍ନେ |

ଅଳପ
ଇକେ
ମଦ ଖାଇଲେ ଅଳପ ଆୟୁ ହୁଏ |
କାଲୁ ଉଟେକା ଇକେ ବାସାରେନି ନୀମ୍ବା ଆନେ |


logo