logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଥଇ
ଥୟହେବା, ସ୍ଥିରହେବା l

ଥଇଥାନ
ଅସ୍ଥିର ଚଳଣି ବ୍ୟବସ୍ଥିତ ହେବା l

ଥଟା
ଉପହାସ, ପରିହାସ, ଟାପରା, ତାମସା l

ଥଟ୍ଟାରି
୧. କଂସାରି l ୨. ପିତଳ ଓ କଂସାର ବାସନ ତିଆରି କରୁଥିବା ଓ ବିକୁଥିବା ବ୍ୟକ୍ତି l

ଥଣ୍ଡିଳ
ହୋମ କରିବା ପାଇଁ ତିଆରି ବାଲିର ବେଦି l

ଥନାପତି
ଶିବ ମନ୍ଦିରର ପୂଜକ l

ଥପାଜାଲ
ମାଛ ଧରିବା ପାଇଁ ବ୍ୟବହୃତ ଜାଲ ପୋଳୁହ l ଏହାକୁ ପାଣିରେ ଥାପି ଦେଇ ମାଛ ଦରଣ୍ଡାଯାଏ l

ଥପାସୁଧ
କରଜ ଦିଆଯାଇଥିବା ଧାନ ଉପରେ ସାଧାରଣ ସୁଧ l

ଥଳିଆ
୧. ମୁଣି, ବଟୁଆ l ୨. ଗୋରୁଙ୍କ ଗଳକମଳ l

ଥଳିଆଟୁ
ଛାତପରି ସମତଳ ହୋଇଥିବା ଆଟୁ l


logo