logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉଆଁସ
ଅମାବାସ୍ୟା l

ଉଆଁସୀ
ଅମାବାସ୍ୟା ତିଥିରେ ଜନ୍ମ ନେଇଥିବା କନ୍ୟା l ଏପରି କନ୍ୟାଙ୍କର ବିଧବା ଯୋଗ ଥାଏ ବୋଲି ଲୋକ ବିଶ୍ଵାସ ରହିଛି l

ଉଆଚାଉଳ
ଏକ‌ଉଷୁଆଁ ଚାଉଳ l

ଉଆଚୂଡ଼ା
ବତୁରା ହୋ‌ଇଥିବା ଧାନରୁ ପ୍ରସ୍ତୁତ ଚୂଡ଼ା l

ଉଆପଖିଆ
ଏକ ଉଷୁଆଁ ଧାନରୁ ପ୍ରସ୍ତୁତ ଚାଉଳ l

ଉଆରି
ନଈପଠା l

ଉଆଳି
ଗୋରୁଖିଆ କୁଟା, ନଡ଼ାଦିର ଅବଶିଷ୍ଟାଂଶ, ଯାହାକୁ ଗୋରୁ ଗୋଡ଼ରେ ଦଳି ଦେଇଥାନ୍ତି l

ଉଆଲୁ
ଦରପୋଡ଼ା, ଅଧାପୋଡ଼ା l

ଉଆସ
ନ‌ଅର, ରାଜଗୃହ l

ଉଇଟାଙ୍କୁ
ହୁଙ୍କା ମଝି, ଅଥବା ମାଟି ଭିତରେ ଥିବା ଉଇବସା, ଉଇଦ୍ଵାରା ଏକାଠି ରୁଣ୍ଡ ହୋ‌ଇଥିବା ମାଟି l


logo