logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଈଶାଣ
ରନ୍ଧା ଘରର ଉତ୍ତରପୂର୍ବ କୋଣ, ଏଇ କୋଣରେ ପୋତା ଯାଇଥିବା ପିଣ୍ଡି l

ଈଶାଣି
ରନ୍ଧାଘର ଐଶାନ୍ୟ କୋଣରେ ସ୍ଥାପିତ ଦେବୀ l

ଈଷ
୧. ଲଙ୍ଗଳର ଦଣ୍ଡ l୨. ଶଗଡ଼ର ଦଣ୍ଡା l


logo