logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଲେଙ୍କୁଡ଼ି
ଛିଣ୍ଡାଲୁଗା l

ଲେଡିକିନି
ଗୋଲାକାର ନାଲିରଙ୍ଗିଆ ଘିଅଛଣା ଏକ ପ୍ରକାର ପିଠା l ଏହା ଦୁଧଛେନା ଓ ଚିନିରେ ତିଆରି ହୁଏ l ଗୋଲାପଜାମୁ l

ଲେଥା
୧. ଶାଗ ତରକାରୀ l ୨. ବାସିତୋରାଣି, ଖୁଦ ଓ ହଳଦୀବଟା ଖଟା, କାଞ୍ଜି l

ଲୋକମୁକୁଟ
ବାହାବ୍ରତ କର୍ମ ହେଉଥିବା ଘରର କାନ୍ଥରେ ଲିପା ହୋ‌ଇ, ତା' ଉପରେ ଦିଆଯିବା ଝୋଟି l

ଲୋଟଣିଖୋଷା
ନାରୀମାନଙ୍କର ଏକ ବିଶେଷ କେଶ ବିନ୍ୟାସ, ମଥାର ଜୁଡ଼ା ବେକପଛକୁ ଲୋଟି ପଡିଥାଏ l

ଲୋଟା
ଢାଳ, ନୋଟା, ଛୋଟମୁହାଁ ପେଟୁଆ ଧାତୁ ତିଆରି ଜଳପାତ୍ର l

ଲୋଟିଆ
ସାଆନ୍ତଙ୍କ ସହିତ ପାଣି ଢାଳଧରି ଯାଉଥିବା ଭୃତ୍ୟ l

ଲୋଡାଶଙ୍ଖୁଳା
ବନ୍ଧୁବାନ୍ଧବଙ୍କୁ ଉତ୍ସବ ସମୟରେ ଲୋଡିବା ଏବଂ ଶଙ୍ଖୁଳିବା ବିଧି l


logo