logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବକଳ
ଗଛର ଛାଲ l

ବକଲ୍‌ମ
ଲେଖା ପଢା ଜାଣି ନଥିବା ଲୋକର ଟିପ ଚିହ୍ନ ଦେବା ସ୍ଥାନରେ ଲେଖାପଢା ଜାଣିଥିବା ଅନ୍ୟ ଜଣେ ଲୋକ ଟିପ ଦେଲା ଲୋକର ନାଁ ଦସ୍ତଖତ କରିବା l

ବକ୍‌ସୀ
ରାଜାଧୀନ ସେନାପତିଙ୍କ ଉପାଧି l

ବକ୍ସି ଖଞ୍ଜା
ବକ୍ସି ବା ପରିଚ୍ଛାମାନଙ୍କ ଦ୍ୱାରା ସଂସ୍ଥାପିତ ବା ପରିଚାଳିତ ଜେଗାଘର,ଅଙ୍ଗିଲା l

ବକୁଳି
୧. ନାକ ଭିତରର ଶୁଖିଲା ମଳ l୨. ଘା ଇତ୍ୟାଦି ସ୍ଥାନର ଶୁଖିଲା ଚମ l

ବକ୍ରଡ‌ଉଁରା
ନାରୀମାନେ କେଶ ବିନ୍ୟାସ କାଳରେ ଜୁଡାରେ ପିନ୍ଧୁଥିବା ଧନୁ ଭଳି ଅଳଂକାର ବିଶେଷ l

ବଖରା
୧. ଘର ଭିତରର କୋଠରି l ୨.ବାଣ୍ଟରା l ୩. ଚାଷରେ ଭାଗ କରି କାମ କରି ଅମଳକୁ ଭାଗ କରି ନେବା l

ବଖରା ଲଗାଇବା
ଜମି ଭାଗକୁ ଦେଇ ଉତ୍ପନ୍ନ ଫସଲରୁ ଭାଗ ପାଇବା l

ବଖାରି
ବାଉଁଶ କାଠି,ବାଉଁଶ ପାତିଆ l

ବଖିଆ
ଢାଗା ସିଲେଇ, ମୋଟା ସିଲେଇ l


logo