logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଅନୁଚ୍ଛେଦ
ତୁମେ ପ୍ରତିଦିନ ପଞ୍ଚୋଟି ଅନୁଚ୍ଛେଦ ସାହିତ୍ୟ ପଢ଼
ଅନୁଚ୍ଛେଦ
ନିମ୍‍ ସବୁଦିନ ପାଞ୍ଚେଟା ଅନୁଚ୍ଛେଦ ସାହିତ୍ୟ ପାଢ଼ା
ଅନୁଚ୍ଛେଦ
ନିସାନିନ୍‍ ରୋଜ୍‍ ପାବିଠୁ ଆନୁଚ୍ଛେଦ ସାହିତ୍ୟ ପାଢ଼ା

ଅଧ୍ୟୟନ
ଧର୍ମ ପୁସ୍ତକ ଅଧ୍ୟୟନ ଜୀବନ ପାଇଁ ଭଲ
ପାଢ଼ା
ଧରମ୍‍ ବହି ପାଢ଼ାନା ଜୀୟାଘି ଲାଗାନ ବାନେ
ପାଢ଼ା
ଧାରାମ ପାଣ୍ଡିନ ପାଚନା ଜିୟାଗେ ଅମହେସାର୍‌ଇ

ଅସନା
ପିଲାଟି ବହୁତ ଅସନା ହୋଇଛି
ପୁହୁଡ଼ି
କୁକୋସ୍‍ ବଗ୍‌ଗେ ପୁହୁଡ଼ି ମାଞ୍ଜାକାଦାସ୍‍
ପୁହୁଡ଼ି
କୁକୋସ୍‍ ବଗ୍‌ଗେମ ପୁହୁଡ଼ି ମାଞ୍ଜାକାଦାସ୍‍

ଅକଲ
ବଣରେ ବାଘ ଦେଖି ମୋର ଅକଲ ହଜିଗଲା
ବୁଦ୍ଧି
ହାର୍ବୁନୁ ଲାକାଡ଼ା ଏରାକିରି ବୁଦ୍ଧି ଏଫସେରା କେରାଦ୍‍
ବୁଦ୍ଧି
ଝଡ଼ାଙ୍ଗନୁ ଲାକଡ଼ା ଏରାକି ବୁଦ୍ଧି ଏବ୍‌ସେରା କେରା

ଅଟ୍ଟାଳିକା
ଧନିକମାନେ ଅଟ୍ଟାଳିକାରେ ରହନ୍ତି
ବାଡ଼େ ବାଡ଼େ ଆଡ଼ପା
ଧନୀଆଲାର ବାଡେ ବାଡେ ଆଡ଼ପାନୁ ରାନାୟ
ବିଲଡ଼ିଂ ଏଡ଼ପା
ଧାନୀମାନାର କୋହାକୋହା ବିଲ୍‌ଡ଼ିଂ ଏଡ଼ପାନୁ ରାଆନାର

ଅଲନ୍ଧୁ
ରୋଷେଇ ଘରେ ଅଲନ୍ଧୁ ଲାଗେ
ଆଣନ୍ଧୁ
ଖାଟାନା ଆଡ଼ପାନୁ ଆଣନ୍ଧୁ ଲାଗିଦ୍‍
ଆଣନ୍ଧୁ
ଖାଟାନା ଆଡ଼ପାନୁ ଆଣନ୍ଧୁ ଲାଗିଦ୍‍

ଅଳପ
ମଦ ଖାଇଲେ ଅଳପ ଆୟୁ ହୁଏ
କମ୍‍
ଆର୍‌ଖି ହାପ୍‌କୁନ୍‍ କମ୍‍ ଆୟୁ ମାନିଦ୍‍
କାମତି
ଆରଖ ଓନ୍‌ଣ୍ଡଳୁନୁ ଉମେଇର କାମତି ମାନି

ଅଳିଆ
ଅଳିଆ ଖାତରେ ଗଦା କରି ପୋତି ପକାଅ
ମାଇଲା
ମାଇଲା ଖାତଗାଡିନୁ ଗାଦିଇକିରି ମାଡାଚିୟା
କାତୱାର
କାତୱାର ଗାଡ଼ିନୁ ଖଣଆ କି ମାତାଚିଆ

ଅନ୍ଧ
ଅନ୍ଧକୁ ବାଟ ଦେଖାଇ ଦିଅ
କାଣା
କାଣାସ୍‌କେ ପାବୁ ଏଦାଚିୟା
କାଣା
ଚାଣାସିନ ଡାହରେ ଏଦାଚିମ୍ବା

ଅସୁମାରି
ରାତିରେ ଅସୁମାରି ତାରା ଦେଖାଯାଆନ୍ତି
ହାଡ଼ଧାରୀ
ମାଁହାନୁ ହାଡ଼ଧାରୀ ବିନକୋ ଏଥ୍ରି
ଉତା ପାକସି
ମାଖାନୁ ଉତା ପାକସି ବିନକୋ ଇଥ୍ରି


logo