logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଛଚିନ୍ଦ୍ରା
ଛଚିନ୍ଦ୍ରାକୁ ବିଲେଇ ଖାଏ ନାହିଁ
ଛୁଚୁନ୍‍
ଛୁଚୁନ୍‍ ବିଲାଇଦ ମାମହିଦ୍‍
ଛୁଚୁନ୍‍
ଛୁଚୁନ୍‍ ବିଲାଇଦ ମାମୁଖି

ଛନଛନିଆ
ହାତୀମାନେ ଛନଛନିଆ ଫସଲକୁ ନଷ୍ଟ କରନ୍ତି
ଲୋଭଲୋଭାଣି
ହାତୀ ଗୁଠିଦ୍‍ ଲୋଭଲୋଭାଣି କିରିସିନ ଖାରଫ କାମିଦ୍‍
ଲଭଲୋଭାରନା
ହାତୀଗୁଠି ଲଭଲୋଭାରନା ଖିତିନ୍‍ ନାଷ ନାନି

ଛଳରେ
କେଉଟ ଛଳରେ ମାଛ ଧରେ
କଞ୍ଚନୁ
କେଁଟାର କଞ୍ଚନୁ ଇଞ୍ଜୋ ଧାରନାଏ
କଞ୍ଚନୁ
କେଁଟାର କଞ୍ଚନୁ ଇଞ୍ଜୋ ଧାରନାଏ

ଛଟପଟ
ଯନ୍ତ୍ରଣାରେ ପିଲାଟି ଛଟପଟ ହେଉଛି
ଛାଟପାଟନା
ନୁଞ୍ଜାତି କୁକ୍କୋସ ଛାଟପାଟ୍ରାଦାସ୍‍
ଛାଟପାଟାରନା
ନୁଜୋନାତ କୁକୋସ ଛାଟପାଟରାଲ୍‍ ଦାସ

ଛକି
ଭୁଲ ଉତ୍ତରରେ ଶିକ୍ଷକ ଛକି ଚିହ୍ନ ଦିଅନ୍ତି
ଛକି
ଭୁଲ ଉତ୍ତରନୁ ମାଷ୍ଟରସ୍‍ ଛକି ଚିହ୍ନା ଚିଦାସ୍‍
ଛାକି
ଭୁଲ ଉତ୍ତରନୁ ମାଷ୍ଟରସ୍‍ ଛାକି ଚିହ୍ନା ଚିଦାସ୍‍

ଛତା
ଖରା ବର୍ଷାରୁ ଛତା ରକ୍ଷା କରେ
ଛାତା
ବିଡନା ଚେପୁନ୍ତି ଛାତା ବାଚାବାଇଦ୍‍
କୁଲା
ବିଡନା ଚେପୁନ୍ତି କୁଲ୍ଲାଦ ବାଚାବାଇଦ୍‍

ଛତୁ
ପୁରୁଣା କାଠରେ ଛତୁ ଉଠେ
ଅସା
ପାଚ୍ଚା କାଙ୍କୁନୁ ଅସା ଚୁଇଦ୍‍
ଅସା
ପାଚ୍ଚା କାଙ୍କୁନୁ ଅସା ଚୁଇ

ଛପର
ନଡ଼ା ଛପର ଘର ଖରାଦିନେ ଥଣ୍ଡା ରହେ
ବୁଁଇନା
ନାଣା ଛାଇଁନା ଆଡ୍‌ପା ବିଡନା ଉଲ୍ଲା ଥାଣ୍ଡା ରାଇଦ୍‍
ବାଇଁନା
ନାଣା ବାଇଁନା ଏଡ୍‌ପା ବିଡନା ଉଲ୍ଲା ଥାଣ୍ଡା ରାଇ

ଛପେଇ
ଡାକ ଟିକଟ ଅଠାରେ ଛପେଇ ଦିଆଯାଏ
ଛାପାବା
ଡାକ ଟିକଟ ଲାଠାନ୍ତି ଛାପାବା କାଇଦ୍‍
ଛାପାବା
ଡାକ ଟିକଟ ଲାସ୍ସାନ୍ତି ଲାଠକାନାର

ଛାଞ୍ଚି
ବଙ୍କାକାଠକୁ ଚାଞ୍ଛି ସଳଖ କରାଯାଏ
ଛଲା
କଙ୍କୋମାନ୍ନୁନୁ ଛର୍ଲା ସିଧା କାମକାଇଦ୍‍
ଛଲା
ବେଙ୍କ ମାନ୍ନେନ ଛଲାକି ସିଧା ନାନତାରି


logo