logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ମନ
ସରଳ ମନ ଯାହାର ସେ ଶନ୍ତିରେ ରହେ
ମନ
ସିଧା ମନ ନେଖାର ତାନ ଶାନ୍ତିନୁ ରାଦାସ୍‍
ମନ
ସିଧା ମନ ନେଖାଏ ଆସ ଶାନ୍ତିନୁ ରାଦାସ୍‍

ମଜା
ଦୋଳି ଖେଲିବାକୁ ଭାରି ମଜା ଲାଗେ
ମାଜା
ଦୁଲି ବେଚାଗେ ମୁରୁକ ମାଜା ଲାଗିଦ୍‍
ମାଜା
ସ୍ତିଲୁଆ ବେଚାଗେ ମୁରୁକ ମାଜା ଲାଗ୍ଗ

ମକା
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଚାଷ ହୁଏ
ଜଣ୍ଡରା
ନବରଙ୍ଗପୁର ଅଞ୍ଚଳନୁ ମୁରୁକ ଜଣ୍ଡରା ଚାଷ କାମନାଏ
ଜିନ୍‌ହର
ନବରଙ୍ଗପୁର ଆବ୍‌ଡାନୁଁ ମୁରୁକ ଜିନ୍‌ହର କ୍ଷିତି ନାନ୍ନାର

ମଳ
ରାସ୍ତା କଡ଼ରେ ମଳ ତ୍ୟାଗ କର ନାହିଁ
ପିକୁ
ପାବୁ ପାଖି ପିକୁ ଆମା ଏରହା
ପିକ୍‍
ଡାହରେ କୁଟିନୁଁ ପିକ୍‍ ମାଲା ଅମ୍ବା

ମଲ୍ଲ
ବଡ଼ ହେଲେ ମୁଁ ଜଣେ ମଲ୍ଲ ଯୋଦ୍ଧା ହେବି
ମଲ୍ଲ
ବାଡକା ମାଞ୍ଜକୁନ ଏନ ଅଣ୍ଟା ମଲ୍ଲ ଲାଢୁଆ ମାନନ
ମଲ୍ଲ
କୁସି କୋହା ମାଞ୍ଜକୁନ୍‍ ଏନ ଅଣ୍ଟା କୁସ୍ତି ଲାଢୁଆ ମାନନ

ମଥା
ଓଡ଼ିଆ ବୋହୁ ମଥାରେ ଓଢ଼ଣା ଟାଣନ୍ତି
କୁକୁନୁ
ଓଡ଼ିଆ ବହ କୁକୁନୁ ଉଢଣି ଚିନାୟ
କୁକ୍କୁନୁଁ
ଓଡ଼ିଆ ଖାଈର କୁକ୍କୁନୁଁ କୁଲ୍‌କୁଟୁରନାର

ମତ୍ସ୍ୟ
ଆମ ଗାଁ ପୋଖରୀରେ ମତ୍ସ୍ୟ ଚାଷ କରାଯାଇଛି
ଇଞ୍ଜୋ
ଏମା ଡିହି ପାଖାରାନୁ ଇଞ୍ଜୋ ଚାଷ କାମକାଦାମ
ଇଞ୍ଜୋ
ଏମ୍‌ହାଏଁ ପାଦ୍ଦା ପୋଖ୍‌ରାନୁଁ ଇଞ୍ଜୋ ଚାଷ ନାଞ୍ଜକାରାଇ

ମଞ୍ଜି
ମଞ୍ଜିରୁ ଗଜା ବାହାରେ
ମାଞ୍ଜି
ମାଞ୍ଜିନୁ ଗାଜା ଉରଖିଦ୍‍
ମାଞ୍ଜି
ମାଞ୍ଜିନ୍ତି ଗାଜା ଉରଖି

ମହିମା
ଈଶ୍ୱର ସମସ୍ତ ମହିମା ପାଇବାକୁ ଯୋଗ୍ୟ
ମାହିମା
ଈଶ୍ୱରସ ଜାମାରଘି ମାହିମା ହାଖାଗେ ଅଙ୍ଗଦାସ୍‍
ମାହ୍‌ବା
ଧାର୍ମେସ୍‍ ଓରମାରଘି ମାହନା ଖାଖ୍ଖାଗେ ଯୋଗ୍ଗେ ରାଆଦସ୍‍

ମ‌ଉସା
ଖରା ଛୁଟିରେ ମୁଁ ମ‌ଉସା ଘରକୁ ଯିବି
ମାସା
ବିଡନା ଛୁଟିନୁ ଏନ ମାସା ଆଡପା କନ୍‍
ମାସା
ବିଡନା ଛୁଟିନୁ ଏନ ମାସା ଏଡପା କାଲନ୍‍


logo