logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଆଲୋଚନା
ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ
କଥାବାର୍ତ୍ତା
କଥାବାର୍ତ୍ତା ଲାଗିନ୍‍ ସାମାସ୍ୟା ସାମାଧାନ ମାନିଦ୍‍
କାଛନାଖାରନା
କାଛନାଖାରନା ଆଖ୍‌ନାତ ସାମାସ୍ୟା ସାମାଧାନ ମାନି

ଆଦାୟ
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି
ଆଦାୟ
ଚାଷୀ ଜାମାର ହାଲୁନ୍ତି ଫସଲ ଆଦାୟ କାମନାୟ
ଆଦାୟ
ଚାଷୀରଅ ଖାଲ୍ଲେନ୍ତି ଫାସାଲ ଆଦାୟ ନାନାଇ

ଆଖିରେ ରଖିବା
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ
ନଜରନୁ
ବାଙ୍ଗ ଆୟାଙ୍ଗ ନିଜ ହାଦୁସିନ ନଜରନୁ ଉଇନା କାଥା
ନାଜାଇରନୁ
ଆୟାଂ ବାଙ୍ଗାର ତାଙ୍ଗଆ ଖାଦ୍ଦାରାନ୍‍ ନାଜାଇରନୁ ଭଇନା କାଥା

ଆଖିରେ ପଡ଼ିବା
ଯାଉ ଯାଉ ସାପ ଉପରେ ମୋର ଆଖିରେ ପଡ଼ିଲା
ନଜରନୁ ଖାତ୍‌ରା
କାଲତେ କାଲତେ ନେର୍‌ରୁ ମିଆଁ ଏଙ୍ଘାଏ ନଜରଖାତ୍‌ରା
ନାଜାଇରଖାତ୍‌ରା
କାଲମୁନ କାଲମୁନ ନେରେଏ ମିଆଁ ଏଙ୍ଘାଏ ନାଜାଇର ଖାତ୍‌ରା

ଆଗ୍ରହ
ପାଠ ପଢ଼ା ସହିତ କ୍ରିଡ଼ାରେ ଆଗ୍ରହ ରଖି ଥାଅ
ଧ୍ୟାନସେ
ପାଠପାଢ଼ା ସାଙ୍ଗେନ ବେଚାଗେ ଧ୍ୟାନ ଚିଆ
ଧ୍ୟାନସେ
ପାଠପାଢ଼ା ସାଙ୍ଗେନ ବେଚାଗେ ଧ୍ୟାନ ଚିଆ

ଆଖି
ଆମେ ଆଖିର ଯତ୍ନ ନେବା ଉଚିତ
ହାନ୍ନୁ
ନାମ ହାନ୍ନୁଘି ଯତ୍‌ନ କାମନା ଦାରକାର
ଖାନ୍ନେ
ନାମାନ ଖାନ୍ନେଘି ମାତାନ୍‍ ହୋନା ଉଚିତ୍‍

ଆବିଷ୍କାର
କଲମ୍ବସ ଆମେରିକା ଆବିଷ୍କାର କରିଥିଲେ
ଆବିଷ୍କାର
କଲମ୍ବସ ଆମେରିକା ଆବିଷ୍କାର କାମଚ୍‌କାଚାସ୍‍
ଆବିଷ୍କାର
କଲମ୍ବସ ଆମେରିକା ଆବିଷ୍କାର କାମଚ୍‌କାଚାସ୍‍

ଆବୃତ୍ତି
ରବି ଶ୍ରେଣୀରେ କବିତା ଆବୃତ୍ତି କଲା ନାହିଁ
ପାଢ୍‌ନା
ରବିସ ଶ୍ରେଣୀନୁ ଗିତୁ ମା ପାଢ୍‌ଚାସ୍‍
ପାଢ୍‌ନା
ରଅବିସ୍‍ କାଲାସନୁ ପାଣ୍ଡି ମା ପାଡ଼ଚାସ୍‍

ଆକାଶ
ନୀଳ ଆକାଶ ସୁନ୍ଦର ଦେଖାଯାଏ
ସାରାଗ
ନେଲିଆ ସାରାଗ ବାନେ ଏଥ୍ରି
ମେରଖା
ଲିଲ୍‍ବାରାନ ମେରଖା ଦାଓ ଏଥ୍ରି

ଆମ୍ବ
ଗ୍ରୀଷ୍ମ ଋତୁରେ ଆମ୍ବ ପଡ଼େ
ଟାଠା
ବିଡ଼ନା ଉଲ୍ଲା ଟାଠା ଖାତ୍‌ରିଦ୍‌
ଟାଟ୍‌ଖା
ବିଡ଼ନା ଗାଲି ଟାଠ୍‌ଖା ଖାତ୍‌ରି


logo