logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଏଣେ ତେଣେ
ଆବର୍ଜନା ଏଣେ ତେଣେ ପକାନ୍ତୁ ନାହିଁ
ଇୟା ହାୟା
ମାଇଲା ଝାଇଲା ଇୟା ହାୟା ଆମା ଟିଡା
ଇତରା ଆତ୍ରା
କାନଟେ କାସୁହାନ ଆତ୍ରା ଇତ୍‌ରା ଆମା ଟିଡା

ଏଣ୍ଡୁଅ
ଏଣ୍ଡୁଅ କଙ୍କି ମାରି ଖାଏ
ଟେଟେଙ୍ଗା
ଟେଟେଙ୍ଗା ଫିଡ୍‌ଙ୍ଗି ପିଟିଦ୍‍ ଆରୁ ମହିଦ୍‍
ଟେଟେଙ୍ଗା
ଟେଟେଙ୍ଗା ତୁଣ୍ଡଲୁନ ପିଟି ମୁଖି

ଏକ
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ
ଅଣ୍ଟା
ଆଲ୍ଲାଦ୍‍ ଅଣ୍ଟା ବିଶ୍ୱାସୀ ଜିବଦ୍‍
ଅଣ୍ଟା
ଆଲ୍ଲାଦ୍‍ ଅଣ୍ଟା ବିଶ୍ୱାସୀ ଜିବହିକେ

ଏକବାର ଛୁ
କୁକୁରକୁ ଦେଖି ମାଙ୍କଡ଼ ଏକବାର ଛୁ
ଅହନାସାରେନ ବୁଙ୍ଗନା
ଆଲ୍ଲାନ୍‍ ଏରିକିରି ବାନ୍ଦ୍ରାଦ୍‍ ଅହନାସାରେନ ବୁଙ୍ଗାଦ୍‍
ଅନସରେ ଭଂନା
ଆଲ୍ଲାନ୍‍ ଏରାକି ବାନ୍ଦ୍ରାନ ବିଦ୍ୟାଭାସନ ଭଂଗା

ଏକଜୁଟ୍‍
ଗାଁ ଲୋକ ଏକଜୁଟ୍‍ ହୋ‌ଇ ରାସ୍ତା ମରାମତି କଲେ
ଅଣ୍ଠାଣସାନ
ଡିହିନ୍ତା ଆଲାର ଅଣ୍ଠାଣସାନ ମାଞ୍ଜାରଆରୁ ପାବୁ ତିଆର କାମଚାର
ଓନଜୁଟ
ପାଦାନ୍ତା ଆଲାର ନେଲୁଟ୍‍ ମାନାରକି ହାହରେନ କାମଚାର

ଏକକ
ମିଟର ଦୂରତା ମାପିବାର ଏକକ ଅଟେ
ଏକକ
ମିଟର ଗେଚ୍ଛା ହୟନାଘି ଏକକଦ୍‍
ଏକକ
ମିଟର ଗେଚ୍ଛା ନାପନାଘି ଏକକଦ୍‍ ହିକେ

ଏଇଠି
ଏଇଠି ବସି ମୁଁ ନିତି ବହି ପଢ଼େ
ଇସାନ
ଇସାନ ଅକ୍କା ଆରୁ ଏନ୍‍ ରୋଜ ବହି ପାଢ଼ଦାନ୍‍
ଇସାନ
ଇସାନ ଅକ୍କାରକି ଏନ୍‍ ରୋଜ ବହି ପାଡ଼ଦାନ୍‍

ଏକତା
ଏକତା ହିଁ ବଳ ଅଟେ
ଏକ୍‌ତା
ଏକ୍‌ତା ଧି ବ‌ଅଡଦ୍‍
ଏକ୍‌ତା
ଏକ୍‌ତା ଦିମ ମୋଡ଼ଗାର ହିକେ

ଏକଲା
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ
ଅଥାନ
ଏମ୍‍ହାଏ ପାଡାନ୍ତି ଏନ୍‍ ଅଥାନ କଲେଜ କାଦାନ
ଅତ୍‌ଖାନ
ଏମ୍‍ହାଏ ପାଦ୍ଧାତି ଏନ୍‍ ଅତ୍‌ଖାନ କଲେଜ କାନ୍ଦାନ

ଏମନ୍ତ
ଏମନ୍ତ କରି ଦେଖାଅ, ଯାହା ଦେଖି ଲୋକ ଖୁସି ହେବେ
ଇନ୍ନେ
ଇନ୍ନେ କାମା ଏଦା ଯେ, ଅଲାର ଏରର୍‍ ଆରୁ ଖୁସି ମାନର
ଇନ୍ନେ
ଇନ୍ନେ କାମା ଏଦା ଯେ, ଅଲାର ଏରାର୍‍ କି ଖୁସି ମାନର


logo