logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଶବ୍ଦ
ରାତିରେ ଶବ୍ଦ ଅଧିକ ଦୂରକୁ ଯାଇପାରେ
ଆବାଜ
ମାହାଁନୁ ଆବାଜ ବାଗ୍‌ଗେ ଗେଚ୍ଛାତକ କାଲାଅଙ୍ଗିଦ୍‍
ଆୱାଜ
ମାଖ୍‌ବିରି ଖାୱାଜ୍‍ ବାଗ୍‌ଗେ ଗେଚ୍ଛାଗୁ'ଟି କାଲାଭଙ୍ଗି

ଶସ୍ୟ
ଶସ୍ୟ ଅମଳ ବେଳେ ଗାଁ ମୁଖରିତ ହୋ‌ଇଥାଏ
ଅନ୍ନ
ଅନ୍ନ ଅମଳ ବାକେନ ଡିହି ଖୁସି ମାନିଦ୍‍
ଆନ୍ନ
ଆନ୍ନ ଭବ୍‌ଜ‌ଅ ବାରି ପାଦ୍ଦା ଖୁସାମାର‌ଇ

ଶର୍ଦ୍ଦି
ରମାକୁ ଗତ କାଲିଠାରୁ ଶର୍ଦ୍ଦି ଜ୍ୱର ଧରିଛି
ଶର୍ଦ୍ଦି
ରମାସକେ ଚେରନ୍ତି ଶର୍ଦ୍ଦି ନାଣି ଧାରକିଚି
ଶର୍ଦ୍ଦି
ରମାସ୍‌ଗେ ଚେରୋନ୍ତି ଶର୍ଦ୍ଦି ନାଡ଼ି ଧାରଚିକି ରାଇ

ଶକ୍ତି
ଭାତ, ରୋଟି ଇତ୍ୟାଦିରୁ ଆମକୁ ଶକ୍ତି ମିଳେ
ବୋଡ
ମାଣ୍ଡି, ରୁଟି ଇବ୍ରାତି ଏମାଗେ ତାକତ ହାଖ୍ରିଦ୍‍
ବୋଡ
ମାଣ୍ଡି, ଆସ୍‌ମା ଇବ୍‌ଡ଼ାନ୍ତି ନାମାଗେ ସାୱାଙ୍ଗ୍ ଖାଖ୍ଖରିଇ

ଶର
ଆଗ କାଳରେ ଧନୁଶର ଧରି ଯୁଦ୍ଧ କରୁଥିଲେ
ଚାର
ଆଘଲି ଯୁଗୁନୁ ଏଡ଼ତୁଚାରୁ ଧାରି କରି ଯୁଦ୍ଧ କାମାଲିୟାର
ତୀର
ପାଚ୍ଚା ପାରିୟାନୁଁ ଧାନୁତୀର ଧାରଆର ଲାଡ଼ାନୁ ନାନା ଲାଗିୟାର

ଶଶୀ
ଶରତ ଶଶୀ ନିର୍ମଳ ଦେଖାଯାଏ
ଚାନ୍ଦୋ
ଶରତ ଚାନ୍ଦୋ ପାର୍ଛା ଏଥ୍ରିଦ୍‍
ପୁଷ୍‍
ମାଘ ଚାନ୍ଦୋ ଫାର୍ଚ୍ଚା ଏଥ୍‌ରିଇ

ଶଙ୍ଖା
ଶଙ୍ଖାରୀ ଶଙ୍ଖା ସଜାଇ ରଖିଛି
ଶଙ୍ଖା
ଶଙ୍ଖାରୀସ ଶଙ୍ଖା ସାଜାବା ଉଇକାଦାସ୍‍
ଶାଙ୍ଖ୍
ଶାଙ୍ଖ୍ ଆଲାସ୍‍ ଶାଙ୍ଖ୍ ସାଜାବାଆର ଉଇକାରାଆଦାସ୍‍

ଶରୀର
ସୁସ୍ଥ ଶରୀର ସୁସ୍ଥ ମନ
ମେଦୁ
ବାନେ ମେଦୁ ବାନେ ମନ
ଚାୟା
ମାନି କାୟା ମାନି ଜୀୟା

ଶରଣ
ଗରିବ ଲୋକ ଧନୀଠାରେ ଶରଣ ନିଅନ୍ତି
ଶରଣ
ଗରିବ ଆଲାର ଧନୀରସାନ ଶରଣ ହନାୟ
ଶରଣ
ଗରିବ ଆଲାର ଧନୀରସାନ ଶରଣ ହନାୟ

ଶରଧା
ମହାତ୍ମାଗାନ୍ଧିଙ୍କୁ ଆମେ ଶରଧାରେ ବାପୁ ଡାକୁ
ଶରଧା
ମହାତ୍ମାଗାନ୍ଧିସିନ ଏମ ଶରଧାନୁ ବାପୁ ମେହନାୟ
ଦୁଲାର
ନାମ ଦୁଲାରତି ବାପୁ ମେଖ୍‌ଦାତ୍‍


logo