logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଯଜ୍ଞ
ଆମ ଗ୍ରାମରେ ବିଶ୍ୱଶାନ୍ତି ଯଜ୍ଞ ହୋ‌ଇଥିଲା
ଯଜ୍ଞ
ଏମ୍‌ ହାଏ ଡିହିନୁ ବିଶ୍ୱଶାନ୍ତି ଯଜ୍ଞ କାମା କେରକାଚାଦ୍‍
ଯଜ୍ଞ
ଏମ୍‌ ହାଏ ଡିହିନୁ ବିଶ୍ୱଶାନ୍ତି ଯଜ୍ଞ କାମା କେରକାଚାଦ୍‍

ଯନ୍ତ୍ର
ଯନ୍ତ୍ର ଦ୍ୱାରା ଜଟିଳ କାମ ସହଜରେ ହୋ‌ଇଥାଏ
ଯନ୍ତ୍ର
ଯନ୍ତ୍ର ଦ୍ୱାରା ମାମାନ୍ନା ନାଲଖୁ ସହଜନୁ ମାନିଦ୍‍
ଯନ୍ତ୍ର
ଯନ୍ତ୍ର ଦ୍ୱାରା ମାମାନ୍ନା ନାଲଖୁ ସହଜନୁ ମାନିଦ୍‍

ଯଶ
ବଡ଼ ଲୋକଙ୍କ ଯଶ ପୃଥିବୀ ସାରା ବ୍ୟାପିଯାଏ
ଯଶ
ବାଡକା ଆଲାରଘି ଯଶ ପୃଥିବୀ ସାରା ବ୍ୟାପିକାଇଦ୍‍
ଯଶ
ବାଡକା ଆଲାରଘି ଯଶ ପୃଥିବୀ ସାରା ବ୍ୟାପିକାଇଦ୍‍

ଯଥା
ରିମି ଯଥା ଅର୍ଥ କହି ପାରିଲା
ଯଥା
ରିମି ଯଥା କାଥା ତେଙ୍ଗା ଲିଆ
ଯଥା
ରିମି ଯଥା କାଥା ତେଙ୍ଗା ଲିଆ

ଯତ୍ନ
ବାର୍ଦ୍ଧକ୍ୟ ବେଳେ ଯତ୍ନ ଆବଶ୍ୟକ ଅଟେ
ଯାତାନ
ପାଚବାଲ ବାକେନ ଯାତାନ ଦାରକାର ରାଇଦ୍‍
ଯାତାନ
ପାଚ୍‌ଗିବାରେ ବାକେନ ଯାତାନ ଦାରକାର ରାଇ

ଯାହାର
ଯାହାର ବୟସ ଅଠର ବର୍ଷ ସେ ଭୋଟ ଦେଇ ପାରିବ
ନେଖାୟ
ନେଖାୟ ବୟସ ଅଠର ବରଷ ତାନ ଭୋଟ ଚିଆ ଅଙ୍ଗର
ନେଖାୟ
ନେଖାୟ ଉମ୍ମାର ଦୋୟ ଆଖ୍‍ ବାଛାର୍‍ ଆସ୍‍ ଭୋଟ ଚିଆ ଅଙ୍ଗ

ଯାତ୍ରା
ଯାତ୍ରାରେ ଅନେକ ଲୋକ ଆନନ୍ଦ କରନ୍ତି
ଯାତ୍ରା
ଯାତ୍ରାନୁ ଅନେକ ଆଲାର ଖୁସି ରାନାୟ
ଯାତ୍ରା
ଯାତ୍ରାନୁ କାଏନ‌ଅଁ ଆଲାର ଖୁସି ରାଆନାର

ଯାନବାହନ
ଯାନବାହନ ନିମନ୍ତେ ଭଲ ରାସ୍ତା ଆବଶ୍ୟକ
ଯାନବାହନ
ଯାନବାହନ ଲାଗାନ ବାନେ ପାବୁ ଦାରକାର
ଯାନବାହନ
ଯାନବାହନ ଲାଗାନ ବାନେ ପାବୁ ଦାରକାର

ଯାଗା
ଉପଯୁକ୍ତ ଯାଗା ବାଛି ଫଳ ଚାଷ କରନ୍ତୁ
ଆଡ୍ଡା
ବାନେ ଅଡ୍ଡା ଚଆଜି ଫାଡୁ ଚାସ କାମା
ଆଡ୍ଡା
ଦାଅ ଆଡ୍ଡା ଚାନାର ଖାଞ୍ଜପା କ୍ଷିତି ନାନା

ଯାତ୍ରା
ରେଳଯାତ୍ରା ଆମୋଦ ଦାୟକ ଅଟେ
କାଆନା
ରେଲନୁ କାଆନା ଆରାମ ରାଇଦ୍‍
କାଆନା
ରେଲନୁ କାଆନା ଆରାମ ରାଇ


logo