logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଚନ୍ଦ୍ର
ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ ଅଟେ
ଚନ୍ଦ୍ର
ଚନ୍ଦ୍ରଦ ପୃଥିବୀଘି ଅଣ୍ଟାଖାଲି ଉପଗ୍ରହ ରାଇଦ୍‍
ଚାନ୍ଦ
ଚାନ୍ଦଦ ପୃଥିବୀଦ୍ଧି ରୀପ ଅଣ୍ଟା ଉପଗ୍ରାହ ହିକେ

ଚନ୍ଦ୍ରଗ୍ରହଣ
ସୂର୍ଯ୍ୟ ପୃଥିବୀ ଓ ଚନ୍ଦ୍ର ସରଳ ରେଖାରେ ରହିଲେ ଚନ୍ଦ୍ରଗ୍ରହଣ ହୁଏ
ଚନ୍ଦ୍ରଗ୍ରହଣ
ବିଡି ପୃଥିବୀ ଆଉ ଚନ୍ଦ୍ର ସିଧା ରେଖାନୁ ରାଚକୁନ ଚନ୍ଦ୍ରଗ୍ରହଣ ମାନିଦ୍‍
ଚାନ୍ଦ ତାହନା
ବିଡି ପୃଥିବୀ ଆଭର ଚାନ୍ଦ ସିଧା ପାବେନୁ ରାଚକାନ୍ତି ଚାନ୍ଦନ ଗାହନା ଧାର‌ଇ

ଚକିତ
ଦୁଃସାହାସିକ କାର୍ଯ୍ୟ ଦେଖିଲେ ଚକିତ ଲାଗେ
ଚାମକାରନା
ଦୁଃସାହାସିକ ନାଲଖୁ ଏରକୁନ ଚାମକାରନା ଲାଗିଦ୍‍
ଚାମକାରନା
ଦୁଃସାହାସିକ ନାଲଖୁ ଏରକୁନ ଚାମକାରନା ଲାଗିଦ୍‍

ଚହଟ‌ଇ
ଚମ୍ପା ଫୁଲର ବାସନା ଚାରିଆଡ଼େ ଚହଟ‌ଇ
ଚାହାକାରିଦ
ଚମ୍ପା ପୁଉଁପୁଁନ୍ତା ମହକନ ଚାରିପାଖା ଚାହାକାରିଦ
ଚାହାକାରିଦ
ଚମ୍ପା ପୁଉଁପୁଁନ୍ତା ମହକନ ଚାଇରୋକୋଣା ଚାହାକାରିଦ

ଚରଣ
ଆମେ ଈଶ୍ୱରଙ୍କ ଚରଣ ତଳେ ପ୍ରାର୍ଥନା କରୁ
ପାଦୁ
ଏମ ଭଗବାନସ୍କି ପାଦୁ କିୟାଁ ପ୍ରାଥନା କାମଦାମ୍‍
ଖେଡ଼େ
ଏମ ଧାରମେସ ଘି ଖେଡେ କିୟା ଗୁହାଇର ନାନ ଦାମ

ଚଲାବୁଲା
ବୃଦ୍ଧ ଲୋକମାନେ କମ୍‍ ଚଲାବୁଲା କରନ୍ତି
ଏକାକୁଦ୍ଦା
ପାଚକି ଆଲାର କମ ଏକାକୁଦ୍ଦା କାମନାୟ
କୁଦ୍ଦାନ୍ତୁନା
ପାଚକି ଆଲାର କାମ୍‍ କୁଦ୍ଦା ନୁଂନାର

ଚତୁର୍ଦ୍ଦିଗ
ସୂର୍ଯ୍ୟ ଉଦୟ ହେଲେ ଚତୁର୍ଦ୍ଦିଗ ଆଲୋକିତ ହୁଏ
ଚାରିପାଖାନ
ବିଡି ଆରର୍ଗାନାଗେନ୍‍ ଚାରିପାଖାନ ବିଲି ମାନିଦ୍‍
ଚାଇରୋ କଣା
ବିଡି ଆରଗନାଚି ଚାଇରୋ କଣା ବିଲ୍ଲି ମାନି

ଚଷମା
ଦୃଷ୍ଟି ଦୋଷଥିଲେ ଚଷମା ଲଗାଇବା ଭଲ
ଚସମା
ନଜର ଦୋଷ ରାଚକୁନ୍‍ ଚସମା ଲାଗାବାନା ଭଲ
ଚସମା
ନଜର ଦୋଷ ରାଚକୁନ୍‍ ଚସମା ଲାଗାବାନା ବେଶ

ଚକ
ସାଇକେଲର ଦୁଇଟି ଚକ ଥାଏ
ଚାକା
ସାଇକେଲଘି ଜଡ଼େ ଚାକା ରାଇଦ୍‍
ଚାକା
ସାଇକେଲଘି ଦୁଇଠୁ ଚାକା ରାଇ

ଚକଟା
କୁମ୍ଭାର ଚକଟା ମାଟିରେ ହାଣ୍ଡି ଗଢ଼େ
ଚାଟ୍‌କାଚା
କୁମ୍ଭାର ଚାଟ୍‌କାଚା ହାଜ୍ଜୁନୁ କାଟୁ ଗାଢନାଏ
ଚାଟ୍‌କାଚା
କୁମ୍ଭାର ଚାଟ୍‌କାଚା ହାଜ୍ଜୁନୁ କାଟୁ ଗାଢନାଏ


logo