logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଜଗତ
ଜଗତରେ ଅନ୍ୟାୟ ବଢ଼ି ଚାଲିଛି
ପୁରର୍ଥୀ
ପୁରର୍ଥୀନୁ ଅନ୍ୟାୟ ପାରଦିନାତିକାଲି
ଜାଗାତ
ଜାଗାତନୁ ଅନ୍ୟାୟ ପାରହୁନମ କାଲି

ଜଙ୍ଗଲିଆ
ଜଙ୍ଗଲିଆ ଯାଗାରେ ହିଂସ୍ର ଜନ୍ତୁ ଥାଆନ୍ତି
ହାରବୁ
ହାରର୍ବୁ ଆଡାନୁ ମାରକାଣ୍ଡିଆ ଜାନ୍ତୁ ରାଇଦ୍‍
ଜାଙ୍ଗଲିୟା
ଜାଙ୍ଗଲିୟା ଆଡାନୁ ହିଂସକୁଟିୟା ଜାନ୍ତୁ ରାଇ

ଜଗାଇ
ଆଦିବାସୀ ମାନେ ପିଲାଙ୍କୁ ଫସଲ ଜଗାଇ ଦିଅନ୍ତି
ଜାଗତାନା
ଆଦିବାସୀଯାମାର ହାଦ୍ଦାରିନ ଚାଷବନ ଜାଗତାନାୟ
ଜାଗତାନା
ଆଦିବାସୀଯାମାର ହାଦ୍ଦାରିନ ଚାଷବନ ଜାଗତାନାୟ

ଜଳ
ଜଳ ବିହୁନେ ସୃଷ୍ଟି ନାଶ ହେବ
ଆମ୍ମୁ
ଆମ୍ମୁ ମାଲକୁନ ସୃଷ୍ଟି ନାସ ମାନଦ
ଆମ୍ମ
ଆମ୍ମ କାଲିକାନ୍ତି ସୃଷ୍ଟି ପାହି ନାଶମାନୋ

ଜଳ ଛତ୍ର
ତୃଷାର୍ତଙ୍କ ପାଇଁ ଜଳଛତ୍ର ଖୋଲାଯାଏ
ଆମ୍ମୁ ଛତର
ଆମ୍ମୁକିଡା ଲାଗାନ ଆମ୍ମୁ ଛତର ଖୁଲାକାଇଦ୍‍
ଆମ୍ମ ଛାତାର
ଆମ୍ମ‌ଅନକା ଲାଗାନ ଆମ୍ମ ଛାତାର ଖଲତାରୀ

ଜଳନ୍ତା
ଜଳନ୍ତା ଘରୁ ପିଲାଟିକୁ ଉଦ୍ଧାର କରାଗଲା
ଲାଘର୍ନ୍ନା
ଲାଘର୍ନ୍ନା ଆଡ଼ପାନ୍ତି କୁକ୍କୋସିନ ବାଛା ବାଚାର
ଲାଘର୍ନ୍ନା
ଲାଘର୍ନ୍ନା ଏଡ଼ପାନ୍ତି କୁକ୍କୋସିନ ବାଛା ବାଚାର

ଜଙ୍ଘ
ଖେଳରେ ରିମିର ଜଙ୍ଘ ମଚକି ଯାଇଛି
ହସକା
ବେଚନାନୁ ରିମିଘି ହସକା ମାଲକାରାକିଚି
ହସକା
ବେଚନାନୁ ରିମିଘି ହସକା ମାଲକାରାକିଚି

ଜଗୁଆଳି
ବ୍ୟାଙ୍କ ଗୁଡ଼ିକରେ ଜଗୁଆଳିମାନେ ଥାଆନ୍ତି
ଜାଗୁଆଲ
ବ୍ୟାଙ୍କ ଗୁଠିନୁ ଜାଗୁଆଲ ଜାମାର ରାନାୟ
ଜାଗୁଆଲ
ବ୍ୟାଙ୍କ ଗୁଠିନୁ ଜାଗୁଆଲ ଜାମାର ରାନାୟ

ଜନମ
ଭାରତ ଆମର ଜନମ ଭୂଇଁ ଅଟେ
ଜନମ
ଭାରତ ଏମ୍‌ହାଏ ଜନମ କୁଟା ଆଡାଦ୍‍
ଜାନାମ
ଭାରତ ଏମ୍‌ହାଏ ଜାନାମ ଖୁଟି ଆଡ଼ା ହିକେ

ଜନନୀ
ଜନନୀ ଓ ଜନ୍ମଭୂମି ସବୁଠାରୁ ବଡ଼
ଆୟାଙ୍ଗ
ଆୟାଙ୍ଗ ଆଉର ଜନମକୁଠା ସବୁଘିନ୍ତି ବାଡକା
ଆୟାଙ୍ଗ
ଆୟାଙ୍ଗ ଆଉର ଜାନାମ ଭୁୟାଁରି ହୁମିନ୍ତି କୋହା


logo