logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଝଡ଼
ଗତ ଝଡ଼ ବର୍ଷାରେ ବର ଗଛଟି ଉପୁଡ଼ି ଗଲା
ତାକା
କେରା ତାକା ଚେପୁନୁ ବାଡ଼ା ମାନ୍ନୁଦ୍‍ ଉଲୁଣ୍ଡାରା କେରା
ତାକା
କେରା ତାକା ଝାଡ଼ିନୁ ବାଡ଼ା ମାନ୍ନେବ ଧାସରା କେରା

ଝଡୁଛି
ଟିକିଏ ପବନ ହେଲେ ପାଚିଲା ଆମ୍ବ ଝଡୁଛି
ଖାତ୍‌ରାଲିଦ୍‍
ଟିକେ ତାଗରାହାଲେ ପାଞ୍ଜକା ଟାଠା ଖାତ୍‌ରାଲିଦ୍‍
ଖାତ୍‌ରାଲିଦ୍‍
ତାନିକ୍‍ ତାଗରାହାଲେ ପାଞ୍ଜକା ଟାଠା ଖାତ୍‌ରାଲିଦ୍‍

ଝଡିବର୍ଷା
ଝଡିବର୍ଷା ଅନେକ ଦିନ ଯାଏ ଲାଗିରହେ
ତାକାଚେପୁ
ତାକାଚେପୁ ବହୁତ ଉଲକତ ଲାକ୍‌କିରିଦ୍‍
ଝାଇର ତେପ
ଝାଇରତେପ ଡେର ଉଲ୍ଲାଡାକ ଲାକିରାଇ

ଝଗଡ଼ା
ବେଳେବେଳେ ପିଲାଏ ପରସ୍ପର ଝଗଡ଼ା କରନ୍ତି
ଝାଗଡ଼ା
ଅହନ‌ଅହନ ହାଦ୍‌ଦାର ତାମ୍‌ହାଏ ଭିତରେ ଝାଗଡ଼ା କାମ୍‌ନାୟ
ଝାଗଡ଼ା
ଅହନ‌ଅହନ ହାଦ୍‌ଦାର ତାମ୍‌ହାଏ ଭିତରେ ଝାଗଡ଼ା ମାନ୍‌ନାର

ଝରଣା
ଝରଣାଟିଏ କୁଳୁକୁଳୁ ହୋ‌ଇ ବହି ଯାଉଛି
ଜୁଡିଆ
କୁଡିଆ ଅଣ୍ଟା ଖୁଲୁଖୁଲରାକିରି ବାହା କାଆଲିଦ୍‍
ପାଝରା
ପାଝ୍‌ରା ଅଣ୍ଟା ସୁଡ଼ସୁଡ଼ାଏକେ ବାହାରାଲି

ଝର ଝର
ପର୍ବତରେ ବର୍ଷା ଝର ଝର ଶବ୍ଦ ହେଉଛି
ଝର ଝର
ପାର୍ତ୍ତାନୁ ଚେପୁଦ୍‍ ଝରଝର ଶବଦ ମାନାଲିଦ୍‍
ଝାର୍‌ ଝାର
ପାର୍ତ୍ତାନୁ ଚେପ୍‍୍ ଝାରଝାର ଶବଦ ମାନାଲିଦ୍‍

ଝରକା
ରାତିରେ ଝରକା ବନ୍ଦ କରି ରଖ
ଝାରକା
ମାହାଁ ଝାରକା ମୁଚ୍ଚାକିରି ଉୟା
ଝାରକା
ମାହାଁ ଝାରକା ମୁଚ୍ଚାକିରି ଉୟା

ଝଲକ
ଇନ୍ଦ୍ରଧନୁ ଝଲକ ଅତ୍ୟନ୍ତ ମନଲୋଭା
ଝଲକ
ଇନ୍ଦ୍ରଧନୁଘି ଝଲକ ବହୁତ ମନଲୋଭାଦ୍‍
ଝାଲକ
ଧାନୁକବାନ ଘି ଝାଲାକ ବାହୁତ ମାନାନ୍‍ ଲୋଭାବାଇ

ଝଲମଲ
ପାଣିରେ ସୂର୍ଯ୍ୟକିରଣ ଝଲମଲ ହୋ‌ଇ ଦିଶୁଛି
ଝଲମଲ
ଆମ୍ମୁନୁ ବିଡିଘି ଉକିଆ ଝଲମଲ ଏଥ୍ରିଦ୍‍
ଝଲମଲ
ଆମ୍ମୁନୁ ବିଡିଘି ବିଲଚନା ଝଲମଲ ଏଥ୍ରିଦ୍‍

ଝାଉଁଳିବା
ସନ୍ଧ୍ୟା ହେଲେ ଚାକୁଣ୍ଡା ପତ୍ର ଝାଉଁଳିବା ଆରମ୍ଭ କରେ
ଝାଉଁରାରନା
ଉହା ମାଞ୍ଚା ହାଲେ ଚାକଡା ଆଥାଦ୍‍ ଝାଉଁରାରନା ସୁରୁକାମିଦ୍‍
ଝାଉଁରାରନା
ଉହା ମାଞ୍ଚା ହାଲେ ଚାକଡା ଆତ୍‌ଖାନ୍‍ ଝାଉଁରାରନା ସୁରୁକାମିଦ୍‍


logo