logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଫଳ
ଫଳରେ ପ୍ରଚୁର ଭିଟାମିନ୍‍ ଥାଏ
ଫାଡ୍‍
ଫାଡନୁ ବହୁତ ଭିଟାମିନ୍‍ ରାୟିଦ୍‍
ଖାଞ୍ଜପା
ଖାଞ୍ଜପାନୁଁ ଇଫରାଇତ୍‍ ଭିଟାମିନ୍‍ ରାଇ

ଫରକ
ଆଜିକାଲି ପୁଅଝିଅ ମଧ୍ୟରେ ଫରକ ନାହିଁ
ଫରକ
ଇନ୍ନାନେଲା କୁକ୍କୋକୁକାଏରଘି ମାଝାନୁ ଫରକ ମାଲ୍ଲା
ଫରକ
ଇନ୍ନାନେଲା କୁକ୍କୋକୁକାଏରଘି ମାଝାନୁ ଫରକ ମାଲ୍ଲା

ଫଳିବ
ଗଛରେ ଖତ ଦେଲେ ପ୍ରଚୁର ଫଳ ଫଳିବ
ହାଞ୍ଜିଦ୍‍
ମାନ୍ନୁନୁ ଖାତ ଚିଚକୁନ ବହୁତ ଫାଡ ହାଞ୍ଜିଦ୍‍
ଖାଞ୍ଜଆ
ମାନ୍ନନୁଁ ସାରେ ଚିକ୍‌କୁନ୍‍ ମୁରୁକ୍‍ ଖାଞ୍ଜିପା ଖାଞ୍ଜିଅ

ଫମ୍ପା
ବାଉଁଶ ଭିତର ପଟ ଫମ୍ପା ଥାଏ
ଢଢ୍ରୋ
ମାସୁ ଉଲା ପାଖା ଢଢ୍ରୋ ରାଇଦ୍‍
ଢଢ୍ରୋ
ବାଁଶ ଗାହି ଭିତରି ପାଖେ ତତ୍ରୋ ରାଇ

ଫସଲ
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଫସଲ ହୁଏ
କିର୍ଷି
ନବରଙ୍ଗପୁର ଅଞ୍ଚଳନୁ ବହୁତ ଜଣ୍ଡରା କିର୍ଷି ମାନିଦ୍‍
କ୍ଷିତି
ନବରଙ୍ଗପୁର ଆବଡାଗେ ଇଫ୍‌ରାଇତ୍‍ ଜିନ୍‌ହର କ୍ଷିତି

ଫରଚା
ଫରଚା ହେବା ପୂର୍ବରୁ ଚାଷୀ ହଳ ନିଏ
ପାରଛା
ପାରଛା ମାନ୍ନା ଆଘଲି ଚାଷୀ ଗହଲା ହଦାସ୍‍
ଫାରଚା
ଫାର୍‌ଚା ମାନ୍ନା ଘି ମୁନ୍ଧ ଚାଷୀସ୍‍ ଗହ୍‌ଲା ହ‌ଅଦାସ୍‍

ଫଳପ୍ରଦ
ଏମ୍‍.ଡି.ଟି କୁଷ୍ଠ ରୋଗ ପାଇଁ ଫଳପ୍ରଦ ଔଷଧ ଅଟେ
ବାନେ
ଏମ୍‍.ଡି.ଟି କୁଷ୍ଠ ବେମାରଘି ଲାଗାନ ବାନେ ମାନ୍ଦାରଦ୍‍
ଦାଅ
ଏମ୍‍.ଡି.ଟି କୁଷ୍ଠ ବେମାରଗେ ଦାଅ ମାନ୍ଦାର ତାଲି

ଫାଳେ
ମୁଁ ରମାକୁ ଫାଳେ କମଳା ଦେଲି
ଫାଡେ
ଏମ ରମାସକେ ଫାଡେ ଟେଭା ଚିଚକାନ
ଆନ୍ଦଫାଡା
ଏନ୍‍ ରମାସଗେ ଆନ୍ଦଫାଡା ଟେଭା ଚିକ୍‌କାନ୍‍

ଫାଶୀ
ଜଘନ୍ୟ ଅପରାଧିକୁ ଫାଶୀ ଦିଆଯାଏ
ଫାଶୀ
ବାଡ୍‌କା ଦୋଷୀସିନ ଫାଶୀ ଚିଆକାଇ
ଫାଶୀ
କୋହାଁ ଦୋଷୀସିନ ଫାଶୀ ଚିତାରାଇ

ଫାଙ୍କା
ବେଳେବେଳେ ପୋଲିସ୍‍ ଫାଙ୍କା ଗୁଳିଚାଳନା କରନ୍ତି
ସୋଜନୁ
ଅହନ‌ଅହନ ବାକେନ ପୁଲିସ୍‍ ସୋଜନୁ ଗୁଲି ଚାଲାବାନାଏ
ଆହ୍‌ମ୍ବାମ୍‍
ଅଙ୍ଘନ୍‍ ଅଙ୍ଘନ୍‍ ପୋଲିସାର ଆହ୍‌ମ୍ବାମ୍‍ ଗୁଲି ଚାଲାବାଆନାର


logo