logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ସର
କ୍ଷୀରରେ ସର ବସିଛି
ଛେଲେ
ଗୁରସନୁ ଛେଲେ ଅକ୍କିଚି
ଛାଲ୍ଲେ
ଦୁଧ୍‌ହୀ ନୁଁ ଛାଲ୍ଲେ ଉକି ରାଇ

ସତ୍ୟ
ସତ୍ୟ ଚିର ସତେଜ ଅଟେ
ସତ
ସତ ସବୁ ଉଲ୍ଲା ଲାଗିନ୍‍ ତାଜା ରାଇଦ୍‍
ସାତ୍ତ
ସାତ୍ତ ଉର୍ମି ଉଲ୍ଲାଗେ ତାଜା ରାଇ

ସର୍ପ
ଦୁଷ୍ଟ ଲୋକ ସର୍ପ ସମାନ ଅଟନ୍ତି
ନେର୍ରୁ
ବଦମାସ ଆଲାର ନେର୍ରୁ ସମାନ ରାନାୟ
ନେର୍ରେ
ବଦମାସ ଆଲାର ନେର୍ରେ ସମାନ ରାଆନାର

ସଦା
ପିତାମାତା ସଦା ସର୍ବଦା ଆମର ଯତ୍ନ ନିଅନ୍ତି
ଜାମା ବାକେନ
ବାଙ୍ଗଆୟାଙ୍ଗ ଜାମାବାକେନ ଏମାନ ଯାତ୍ନାନାୟ
ଉର୍ମିବାରେ
ବାଙ୍ଗଆୟାଙ୍ଗ ଉର୍ମିବାରେ ନାମାନ୍‍ ଯାତ୍‍ ନାଆନାର

ସଭା
ସଭାରେ ଭାଷଣ ଦେବା ପାଇଁ ମୋତେ ବଛା ଯାଇଛି
ସଭା
ସଭାନୁ ଭାଷଣ ଚିୟାଗେ ଏଙ୍ଗାନ ଚାଜକାନାୟ
ସଭା
ସଭାନୁ ଭାଷଣ ଚିୟାଗେ ଏଙ୍ଗାନ ଚାଜକାନାର

ସତେ
ଆଜି ବାପା ଆସିବେ, ସତେ ନା କଣ !
ସଥେ
ଇନ୍ନା ବାଙ୍ଗସ ବାରସ୍‍, ସଥେ କା ଏସ୍‌କେ !
ସଥେ
ଇନ୍ନା ବାଙ୍ଗସ ବାରସ୍‍, ସଥେ କା ଏନ୍ଦରା !

ସାଥି
ଆଜିକାଲି ପ୍ରାତି ଗାଁରେ ଗାଁ ସାଥି ରହିଛନ୍ତି
ସାଥି
ଇନ୍ନାନେଲା ପ୍ରତି ଡିହିନୁ ଡିହି ସାଥି ଆତ୍ଲାର
ସାଙ୍ଗେ
ଇନ୍ନାନେଲା ଉର୍ମି ପାଦ୍ଦାନୁଁ ପାଦ୍ଦା ସାଙ୍ଗେ ରାଆନାର

ସତ
ସତ୍‍ ମାର୍ଗରେ ଯିବାକୁ ପିତାମାତା ପରାମର୍ଶ ଦିଅନ୍ତି
ସତୁ
ସତୁ ପାବୁନୁ କାଲାଗେ ବାଙ୍ଗଆୟାଙ୍ଗ ଚୁଲଗି ଏଦନାୟ
ସାତ୍ତ୍
ସାତ୍ତ୍ ଡାହରେନୁଁ କାଲାଗେ ଆୟାଙ୍ଗବାଙ୍ଗାର ଗେସଆନାର

ସରା
ସରାରେ ମାଣ୍ଡିଆ ଜାଉ ରାନ୍ଧିବା
କାଟ୍ଟୁ
କାଟ୍ଟୁନୁ ମାଣ୍ଡିଆ ଜାଗୁ ବିତାନାୟ
କାଟ୍ଟୁ
କାଟ୍ଟୁନୁ କାଦାଏ ଜାଗୁ ବିତ୍‌ଆନାର୍‍

ସାରୁ
ସାରୁ ପତ୍ରରେ ପାଣି ଢ଼ଳ ଢ଼ଳ ହୁଏ
କିସ୍କୋ
କିସ୍କୋ ଆଥାନୁ ଆମ୍ମୁ ଥଲ ଥଲ ମାନିଦ୍‍
କିସ୍ଗେ
କିସ୍ଗୋ ଆତ୍‌ଖାନୁଁ ଆମ୍ମ୍ ଥାଲ୍‌ଥାଲ୍‍ ମାନି


logo