logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଧଳା
ଟଗର ଫୁଲର ରଙ୍ଗ ଧଳା
ଧୋପ
ଟଗର ପୁଁଉପୁଘି ରଙ୍ଗ ଧୋପ
ପାଣ୍ଡୁର
ଟଗର ପୁଁଉପୁଘି ରଙ୍ଗ ପାଣ୍ଡରୁ

ଧମନୀ
ଧମନୀରେ ପରିଷ୍କୃତ ରକ୍ତ ଯାଏ
ଧମନୀ
ଧମନୀନୁ ସାଫା ହେଁସୁ କାଇଦ୍‍
ଧମନୀ
ଧମନୀନୁ ସାଫା ହେଁସୁ କାଇଦ୍‍

ଧନୁଶର
ଶବରମାନେ ଧନୁଶର ଧରି ଯାଆ ଆସ କରନ୍ତି
ଏଡତୁଚାର
ସବରଯାମାର ଏଡତୁଚାର ଧାରି କାନାୟ ବାରନାୟ
ତରିଧାନୁ
ସବରଯାମାର ତିରଧାନୁ ଆରଆକି କାନାର ବାରନାୟ

ଧ‌ଇଁ ସ‌ଇଁ
ଲୋକଟି ଧ‌ଇଁ ସ‌ଇଁ ହୋ‌ଇ ଘରେ ପହଞ୍ଚିଲା
ଧ‌ଇଁ ସ‌ଇଁ
ଆଲାସ୍‍ ଧ‌ଇଁ ସ‌ଇଁ ମାନି ଏଡପା ଆଣସିଆସ୍‍
ଧ‌ଇଁ ସ‌ଇଁ
ଆଲାସ୍‍ ଧ‌ଇଁ ସ‌ଇଁ ମାନି ଏଡପା ଆଣସିଆସ୍‍

ଧରିବା
ମାଛ ଧରିବା କେଉଟମାନଙ୍କର ବୃତ୍ତି ଅଟେ
ଧାରନା
ଇଞ୍ଜୋ ଧାରନା କେଉଁଟଯାମାରଘି ବୃତ୍ତିଦ୍‍
ଧାରନା
ଇଞ୍ଜୋ ଧାରନା କେଉଁଟଯାମାରଘି ବୃତ୍ତା ହିକେ

ଧରାଧରି
ପିଲାଏ ଧରାଧରି ହୋ‌ଇ ଖେଳନ୍ତି
ଧାରାଧାରି
ହଦ୍‌ଦାର ଧାରାଧାରି କିରି ବେଚନାୟ
ଧାରାଧାରି
ହଦ୍‌ଦାର ଧାରାଧାରି ମାନାରକି ବେଚନାୟ

ଧନ୍ଦା
ସ୍କୁଲମାନଙ୍କର ଧନ୍ଦା ମୂଳକ ଶିକ୍ଷା ଦେବା ଉଚିତ
ଧାନ୍ଦା
ଇସ୍କୁଲନୁ ଧାନ୍ଦା ମୂଲକ ଶିକ୍ଷା ଚିନା ଉଚିତ
ଧାନ୍ଦା
ଇସ୍କୁଲନୁ ଧାନ୍ଦା ମୂଲକ ଶିକ୍ଷା ଚିନା ଉଚିତ

ଧନ୍ୟ
ଦେଶପାଇଁ ପ୍ରାଣବଳି ଦେଉଥିବା ଲୋକ ଧନ୍ୟ
ଧଏନ୍‍
ଦେଶଘିଲାଗାନ୍‍ ଜିଆଚିନା ଆଲାର ଧଏନ୍‍
ଧାଇନ୍‍
ଦେଶଘିଲାଗାନ୍‍ ଜିଆଚିନା ଆଲାର ଧାଇନ୍‍

ଧନୀ
ଧନୀମାନେ ଗରୀବଙ୍କ କଥା ବୁଝିବା ଉଚିତ
ଧନୀ
ଧନୀଗୁଠିଆର ଗରୀବଘିର କାଥା ବୁଝୁରନା ଉଚିତ
ଧାନୀ
ଧନୀଜାମାର ଗାରିବାରଘି କାଥାନ ବୁଝୁରନା ଉଚିତ

ଧାର
ଗାଁର ଲୋକେ ଧାର ଉଧାର କରି ଚଳନ୍ତି
ଧାର
ଡିହିନ୍ତା ଆଲାର ଧାର ଉଧାର କାମି ଚାଲରାନାୟ
ଋନ୍‌ବାରାନ
ଖୁରୀନ୍ତା ଆଲାର ଚିନ୍‌ବାରନ ମାନାରକି ଚାଲାର୍‌ନାର


logo