logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ରଙ୍ଗ
ମୟୁର ଚିତ୍ରରେ ସଠିକ ରଙ୍ଗ ଲଗାଅ
ରଙ୍ଗ
ଚୁବା ଝାଲିନୁ ସଠିକ ରଙ୍ଗ ଲଗାବା
ଖୋର
ଚୁବା ହି ବାନ୍ନାନୁଁ ସାହି ଖୋର୍‍ ଲାଗା ବାଆ

ରଙ୍ଗିନ୍‍
ରଙ୍ଗିନ ପ୍ରଜାପତିଟିଏ ଫୁଲରେ ବସିଛି
ରାଙ୍ଗିନ୍‍
ରାଙ୍ଗିନ ପରଜାପରି ଅଣ୍ଟା ପୁଉଁପୁନୁ ଅକ୍କିଚିଦ୍‍
ରାଙ୍ଗିନ୍‍
ରାଙ୍ଗିନ ପାପଲା ଅଣ୍ଟା ପୁପ୍‌ନୁଁ ଅକ୍କି ରାଇ

ରଜା
ଆମ ଦେଶରେ ଆଜିକାଲି ଆଉ ରାଜା ନାହାନ୍ତି
ରାଜା
ଏମ୍‌ହାଏ ଦେଶନୁ ଇନ୍ନାନେଲା ଆରୁ ରାଜା ମାଲକାରିନ୍‍
ରାଜା
ନାମହାଏଁ ଦେଶନୁ ଇନ୍ନାନେଲା ଆଉର୍‍ ରାଜା ମାଲ୍ଲାର୍‍

ରଡ଼ି
ବାଘ ରଡ଼ି ଶୁଣିଲେ ଭୟ ଲାଗେ
ଚିରାବରା
ଲାକଡ଼ାଘି ଚିରାବରା ମେଞ୍ଜକୁନ ଏଲଚକା ଲାଗିଦ୍‍
ଗାରଦାରନା
ଲାକଡ଼ାଘି ଗାର୍‌ଜାରନା ମେଞ୍ଜକୁନ ଏଲଚକା ଲାଗିଗ

ରକ୍ତ
ରକ୍ତରେ ପ୍ରାଣ ଥାଏ
ହେଁସୁ
ହେଁସୁନୁ ଜିଆ ରାଇଦ୍‍
ଖେଁସୋ
ଖେଁସୋନୁଁ ଜୀୟା ରାଇ

ରସୁଣ
ରସୁଣର ରଙ୍ଗ ଧଳା ଅଟେ
ରାସଣୀ
ରାସଣୀ ରଙ୍ଗ ଧୋବ ରାଇଦ୍‍
ରାସଡ଼ା
ରାସଡ଼ୀ ହୀ ଖୋର ପାଣ୍ଡରୁ ରାଇ

ରକ୍ଷଣ ବେକ୍ଷଣ
ରକ୍ଷଣ ବେକ୍ଷଣ ଅଭାବରେ ସ୍ମୃତି ନଷ୍ଟ ହୁଏ

ରକ୍ଷା କରିବା
ପ୍ରଜାଙ୍କୁ ରକ୍ଷା କରିବା ସରକାରଙ୍କର କାର୍ଯ୍ୟ
ରକ୍ଷା କାମାଗେ
ପ୍ରଜାରିନ୍‍ ରକ୍ଷା କାମାଗେ ସରକାର ରାଇଦ୍‍
ରକ୍ଷା କାମାଗେ
ପ୍ରଜାରିନ୍‍ ରକ୍ଷା କାମାଗେ ସରକାର ରାଇଦ୍‍

ରାବ
ଚଢ଼େଇ ରାବ ଭାରି ମଧୁର ଶୁଭେ
ଚିରାବରା
ଅଡାଘି ଚିରାବରା ବାନେ ଏମ୍ବା ମେନ୍ଦ୍ରିଦ୍‍
ଚିରାବରା
ଅଡାଘି ଚିରାବରା ବାନେ ଏମ୍ବା ମେନ୍ଦ୍ରିଦ୍‍

ରାଜା
ରାଜାମାନେ ପରସ୍ପର ଯୁଦ୍ଧ କରୁଥିଲେ
ରାଜା
ରାଜା ଯାମାର ନିଜରନିଜର ଭିତରେ ଲାଡାଲିଆର
ରାଜା
ରାଜାର ତାଙ୍ଗଆ ତାଙ୍ଗଆ ଭିତ୍‌ରେ ଲାଡ଼ଆ ଲାଗିଖାର


logo