logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ବେପାରୀ
ବେପାରୀମାନେ ବ୍ୟବସାୟ କରି ଚଳନ୍ତି
କୁଚୁଣି
କୁଚିଣି ଯାମାର ବିଶାକେଜାକିରି ଚାଲନାୟ
ଫେରଦାରିୟା
ଫେରଦାରିୟାର ବେପାର ନାନାକି ଚାଲ୍‌ର୍‌ନାର

ବଣ
ବାଘ ବଣର ରାଜା ଅଟେ
ହାରବୁ
ଲାକଡ଼ା ହାରବୁନ୍ତା ବେଲାସ୍‍
ଟେଡାଙ୍ଗ୍
ଲାକିଡ଼ା ଟୋଡ଼ାଙ୍ଗଣ ବେଲ ଡାଲି

ବର
ବର ଗଛ ଛାଇ ଭାରି ଥଣ୍ଡା ଲାଗେ
ବାଡ଼ା
ବାଡ଼ା ମାନ୍ନୁ ଅଁଠୁଦ ବହୁତ ଥାଣ୍ଡା ଲାଗିଦ୍‍
ବାଡ଼ା
ବାଡ଼ା ମାନ୍ନେ ଘି ଏଖ ଆଜମ୍‍ ଠଡ୍‌ହା ଲାଗ୍ଗ

ବଡ଼
ମହାନଦୀ ଓଡ଼ିଶାର ବଡ଼ ନଦୀ ଅଟେ
ବାଡ୍‌କା
ମହାନଦୀ ଓଡ଼ିଶାନ୍ତା ବାଡ୍‌କା ହଂସ୍ରାଦ
କୋହାଁ
କୋହାଁଖାଡ୍‍ ଓଡ଼ିଶାନ୍ତା କୋହାଁ ଖଡ୍‍ ତାଲି

ବହି
ବହି ପତ୍ର ଯତ୍ନ କରି ରଖ
ବହି
ବହିପତର ଯତନ କିରି ଉୟା
ପୁଥି
ପୁଥି ଆତ୍‌ଖାଘି ଯାତାନ୍‍ ନାନାର

ବସି
କୋ‌ଇଲି ଗଛ ଡାଳରେ ବସି ରାବୁଛି
ଅକ୍କି
କୁଇଲି ମାନ୍ନୁ ଡାଡାନୁ ଅକ୍କି ଅଲହାଲିଦ୍‍
ଅକ୍କାର
କୁଈଲି ମାନ୍ନେ ଡ଼ାଡ଼ାନୁଁ ଅକକାର ଚିଁଖାଲି

ବଙ୍କା
ଗାଁକୁ ଗୋଟିଏ ଅଙ୍କାବଙ୍କା ରାସ୍ତା ଯାଇଛି
କଙ୍କୋ
ଡିହିଗେ ଅଣ୍ଟା କଙ୍କୋବଙ୍କୋ ପାବୁ କାଲିଦ୍‍
କଙ୍କୋ
ପାଦ୍ଦାନୁଁ ଅଣ୍ଟା କଙ୍କୋବଙ୍କୋ ପାକେ କିର୍‌କି ରାନୁ

ବନ୍ଧା
ପଘାରେ ଗାଈକୁ ବନ୍ଧା ଯାଇଛି
ହିଇନା
ପାଘାନୁ ଗାୟ ହିୟା କେରକିଚିଦ୍‍
ହେଁଚକା
ପାପାନୁଁ ଗାୟନ୍‍ ହେଁଚ୍‌କା ରାଇ

ବ‌ଇଦ
ଗାଁ ବ‌ଇଦ ଛୋଟ ଛୋଟ ରୋଗର ଚିକିତ୍ସା କରିଥାନ୍ତି
ବ‌ଇଦ
ଡିହି ବ‌ଇଦସ୍‍ ଛୋଟେ ଛୋଟେ ବେମାରିନ୍‍ ଏରଦାସ୍‍
ବାଇଧ୍‍
ପାଦ୍ଧାନ୍ତା ବାଇଧାସ ଛୋଟେ ଛୋଟେ ବେମାରଘି ମାନ୍ଦାର ନାନ୍ଦାସ୍‍

ବଗିଚା
ସ୍କୁଲ ବଗିଚାରେ ଅନେକ ଫଳଗଛ ରହିଛି
ବାଗ୍‌ଚା
ଇସ୍କୁଲ ବାଗ୍‌ଚାନୁଁ ଇୟଁ ଫାଡ ମାନ୍ନୁ ଆତ୍‌ଲିଦ୍‍
ବାଗାନ୍‍
ଲୂରକୁଡ଼ିଆ ବାଗାନ୍‌ନୁଁ ନାନ୍ନ ମାନିସା ଖାଞ୍ଜପା ମାନ୍ନ ରାହାଚ୍‌କି ରାଇ


logo