logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଠାକୁର
ମନ୍ଦିରରେ ଠାକୁର ପୂଜା ପାଆନ୍ତି
ମାହାପ୍ରୁ
ମନ୍ଦିରନୁ ମାହାପ୍ରୁସ୍‍ ପୂଜା ହାଖଦାସ୍‍
ମାହାପ୍ରୁ
ମନ୍ଦିରନୁ ମାହାପ୍ରୁସ୍‍ ପୂଜା ହାଖଦାସ୍‍

ଠାକୁରାଣୀ
ଅନେକ ମନ୍ଦିରରେ ଠାକୁରାଣୀ ପୂଜା ପାଆନ୍ତି
ମାହାପ୍ରୁ ମାଆ
‍କେତେକ୍‍ ମନ୍ଦିରନୁ ମାହାପ୍ରୁ ମାଆ ପୂଜା ହାଖ୍‌ଖିଦ୍‍
ମାହାପ୍ରୁ ମାଆ
ଏଅଁଠୁ ମନ୍ଦିରନୁ ମାହାପ୍ରୁ ମାଆ ପୂଜା ହାଖ୍‌ଖିଦ୍‍

ଠାବ
ପୋଲିସ୍‍ ଚୋରକୁ ଠାବ କରି ପାରିଲେ
ସୁରାକ
ପୋଲିସ୍‍ ଚୋରାରିନ ସୁରାକ କାମା ଅଙ୍ଗିୟାର୍‍
ସୁରାକ
ପୋଲିସ୍‍ ଚୋରାରିନ ସୁରାକ କାମା ଅଙ୍ଗିୟାର୍‍

ଠିକ୍‍
ରବି ଯାହା କହିଛନ୍ତି ତାହା ଠିକ୍‍ ଅଟେ
ଠିକ୍‍
ରବିସ୍‍ ଯାହା ତେଙ୍କାଚାସ୍‍ ଆଦ ଠିକ୍‍ଦ
ଠିକ୍‍
ରବିସ୍‍ ଯାହା ତେଙ୍କାଚାସ୍‍ ଆଦ ଠିକ୍‍ ହିକେ

ଠିକଣା
ବାପାଙ୍କର ଠିକଣା ଆମ ପାଖରେ ଅଛି
ଠିକଣା
ବାଂସ୍‌କି ଠିକଣା ଏମାସାନ ଆତ୍‌ଲିଦ
ଠିକଣା
ଏମବାସ ଘି ଠିକଣା ଏମହାୟ ହେଦେ ରାଇ

ଠିକ୍‍ ଠିକ୍‍
ରୋଗ ବିଷୟରେ ଡାକ୍ତରଙ୍କୁ ଠିକ୍‍ ଠିକ୍‍ କହ
ଠିକ୍‍ ଠିକ୍‍
ବେମାର ବିଷୟନୁ ଡାକ୍ତରସିନ୍‍ ଠିକ୍‍ ଠିକ୍‍ ତେଙ୍ଗା
ଠିକ୍‍ ଠିକ୍‍
ବେମାର ବିଷୟନୁ ଡାକ୍ତରସିନ୍‍ ଠିକ୍‍ ଠିକ୍‍ ତେଙ୍ଗା

ଠୁଳ
ବିଦେଶୀ ପକ୍ଷୀ ଶୀତଦିନେ ଚିଲିକାରେ ଠୁଳ ହୁଅନ୍ତି
ଜାମା
ବିଦେଶୀ ଅଡା ପାୟାଁବାକେନ୍‍ ଚିଲିକାନୁ ଜାମା ମାନିଦ୍‍
ଜାମା
ବିଦେଶୀ ଅଡା ପାୟାଁବାକେନ୍‍ ଚିଲିକାନୁ ଜାମା ମାନି

ଠେକୁଆ
ଠେକୁଆ ଆଖି ମେଲି ଶୋ‌ଇଥାଏ
ମୁୟାଁ
ମୁୟାଁଦ୍‍ ହାନ୍‌ନୁ ଏରି ଚୁତିଦ୍‍
ମୁୟାଁ
ମୁୟାଁଦ୍‍ ଖାନେ ଇଣ୍ଡରାକି ବିଡ଼ରୀ

ଠେଲାପେଲା
କିରାସିନି ପାଇଁ ଲୋକେ ଠେଲାପେଲା ହୁଅନ୍ତି
ତୁକ୍‌କା ତୁକ୍‌କି
କିରାସିନଘି ଲାଗାନ୍‍ ଆଲାର ତୁକ୍‌କା ତୁକ୍‌କି ମାନ୍ନାୟ
ତୁକ୍‌କା ତୁକ୍‌କି
କିରାସିନଘି ଲାଗାନ୍‍ ଆଲାର ତୁକ୍‌କା ତୁକ୍‌କି ମାନ୍ନାୟ

ଠୋ ଠୋ
ମୋତେ ଦେଖି ରବି ଠୋ ଠୋ ହସିଲା
ଠୋ ଠୋ
ଏଙ୍ଗାନ ଏରି ରବିସ୍‍ ଠୋ ଠୋ ଆଲଖିଆସ୍‍
ଖାଟଖାଟାଏଲେ
ଏଙ୍ଗାନ ଏରି ରବିସ୍‍ ଖାଟଖାଟାଏଲେ ଆଲଖିଆସ୍‍


logo