logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଅର୍ଦ୍ଧକ ଅଂଶ
ମୋ ମିଠେଇର ଅର୍ଦ୍ଧକ ଅଂଶ ସାନଭାଇକୁ ଦେଲି
ଆଧାଭାଗ
ଏଙ୍ଘାଏ ମିଠେଘି ଆଧାଭାଗ ଛୋଟେ ଭାଇସିନ୍‍ ଚିଚ୍‌କାନ୍‍
ଅନଖାତା
ଏଙ୍ଘାଏ ମିଠାଘି ଅନଖାଣା ସାନ୍ନ ଭାଇସ୍‌ଗେ ଚିଚ୍‌କାନ

ଅଭାବୀ
ଆମ ଗ୍ରାମରେ ଅନେକ ଅଭାବୀ ଲୋକ ଅଛନ୍ତି
ଅଭାବି
ଏମ୍‌ହାଏ ଡ଼ିହିନୁ ଏଉଁଟା ଅଭାବି ଆଲାର ଆତ୍‌ଲାର
ଅଭାବି
ଏମ୍‌ହାଏ ପାଦ୍ଦାନୁ ଏଉଁଟା ଅଭାବି ଆଲାର ଆତ୍‌ଲାର

ଅପକାରିତା
ଧୂମ ପାନର ଅପକାରିତା ଅତି ଭୟଙ୍କର
ନ୍ୟାୟ ବିଚାର
ଏମ୍‌ହାଏ ରଜୀନୁ ଯେତେନନ୍ତି ବାଡ଼ାକା ନ୍ୟାୟ ବିଚାର ଆତଲିଦା
ଆଓଗୁନ୍‍
ବିଡ଼ି ସିଗ୍‌ରେଟ୍‍ ଓନ୍‌ନ୍ନାନୁ ଭାୟାଙ୍କାର ଆଓଗୁନ ରାଇ

ଅଭାବ
ପରିଶ୍ରମୀର ଅଭାବ ନ ଥାଏ
ଅଭାବ
ନାଲଖୁ କାମୁରଗେ ଅଭାବ ମା ରାଇଦ୍‍
ଅଭାବ
କାମିୟାର ଗେ ଏନ୍ଦରାହୁଁ ଅଭାବ ମାନାନି

ଅନୁସରଣ
ଆମେ ଧାର୍ମିକର ଅନୁସରଣ କରିବା ଉଚିତ
ଏରିକିରି
ନାମ ଧାର୍ମିକସିନ ଏରିକିରି କାମନା କାଥାଦ୍‍
ଏରିକିରି
ନାମ ଧାରାମ ଆଗୁଆ ସିନ ଏରାକି ଗୁଡ଼ିୟାନ ଦାଓ

ଅକାଳ
ମଦ୍ୟପାନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା
ଅସମିୟଁ
ଆରଖି ହାପ୍‌ନା ଲାଗାନ ତାଙ୍ଘାଏ ଅସମୟନୁ ଜୀୟା କେରାଦ
ବେସାମାୟ
ଆରଖ ଓନ୍ନା ଚାଲ୍‌ତେ ତାଙ୍ଘା ବେସାମାୟଁନୁ ନିୟା କେରା

ଅଶ୍ୱତଥ୍‍
ଅଶ୍ୱତଥ୍‍ ଗଛର ଛାଇ ଭାରି ଥଣ୍ଡା ଲାଗେ
ଚିଠା
ଚିଠା ମାନୁନ୍‌ନ୍ତା ଅଁଠୁଦ୍‍ ମୁରୁକ୍‍ ଥାଣ୍ଡା ଲାଗିଦ୍‍
ଚିଟ୍‌ଖା
ଚିଟ୍‌ଖା ମାନ୍ନେନ୍ତା ଏଖ୍‍ ଆନାଇତ ପଣହା ଲାଗି

ଆଲୋଚନା
ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ
କଥାବାର୍ତ୍ତା
କଥାବାର୍ତ୍ତା ଲାଗିନ୍‍ ସାମାସ୍ୟା ସାମାଧାନ ମାନିଦ୍‍
କାଛନାଖାରନା
କାଛନାଖାରନା ଆଖ୍‌ନାତ ସାମାସ୍ୟା ସାମାଧାନ ମାନି

ଆଦାୟ
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି
ଆଦାୟ
ଚାଷୀ ଜାମାର ହାଲୁନ୍ତି ଫସଲ ଆଦାୟ କାମନାୟ
ଆଦାୟ
ଚାଷୀରଅ ଖାଲ୍ଲେନ୍ତି ଫାସାଲ ଆଦାୟ ନାନାଇ

ଆଖିରେ ରଖିବା
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ
ନଜରନୁ
ବାଙ୍ଗ ଆୟାଙ୍ଗ ନିଜ ହାଦୁସିନ ନଜରନୁ ଉଇନା କାଥା
ନାଜାଇରନୁ
ଆୟାଂ ବାଙ୍ଗାର ତାଙ୍ଗଆ ଖାଦ୍ଦାରାନ୍‍ ନାଜାଇରନୁ ଭଇନା କାଥା


logo