logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଉତ୍କଟ
କିଛି ବର୍ଷ ପରେ ଖଣିଜ ତୈଳର ଉତ୍କଟ ଅଭାବ ହେବ
ଘୋର
କିଛି ବରଷ ବାଦେ ଖନିଜ ଇସୁଙ୍ଗଘି ଘୋର ଅଭାବ ମାନ
ଡ଼େର୍‍
କୁଛ ସାଲ ପଛେ ଖନିଜ ଇସୁଙ୍ଗଘି ଡ଼ୋର ଅଭାବ ମାନ

ଉତ୍ପତି
ଜମି ରହୁଥିବା ପାଣି ମଶାର ଉତ୍ପତି ସ୍ଥଳ ଅଟେ
ସିର୍ଜାନ
ଜାମରକା ଆମ୍ମୁଦ୍‍ ଗୁଁଡିଆଘି ସିର୍ଜାନ ଜାଗାଦ୍‍
ସିର୍ଜାନ
ଜାମରକା ଆମ୍ମୁଦ୍‍ ଗୁଁଡିଆଘି ସିର୍ଜାନ ଜାଗାଦ୍‍

ଉତ୍ସ
ଗ୍ରୀଷ୍ମ ଋତୁରେ ଉଚ୍ଚ ସ୍ରୋତ ଉତ୍ସ ଶୁଖିଯାଏ
ହାଲ୍ଲେ
ବିଡିନା ଉଲ୍ଲା ଆମ୍ମୁଘି ହାଲ୍ଲେ ବାତ୍ତି କାଇ
ହାଲ୍ଲେ
ଜାମ୍‌ରକା ଆମେନୁ ଭୁସଣି ଘି ସିର୍ଜାନ ଆଡ଼ାହିକେ

ଉତ୍ସାହୀ
ଉତ୍ସାହୀ ବ୍ୟକ୍ତି ସବୁ କାମରେ ସଫଳ ହୁଏ
ଉତ୍‌ସାହି
ଉତ୍‌ସାହି ଆଲାସ୍‍ ସାଫା ନାଲକୁନୁ କାମୟାବ ମାନ୍ଦାସ
ଉତ୍‌ସାହି
ଉତ୍‌ସାହି ଆଲାସ୍‍ ହୁରମିଁ ନାଲକୁନୁ କାମୟାବ ମାନ୍ଦାସ

ଉତ୍ତୋଳନ
ଖଣିରୁ ଖଣିଜ ପଥର ଉତ୍ତୋଳନ କରାଯାଏ
ଅଥରନା
ଖାଦାନ୍‌ତି ଖନିଜ ଚାଁଚା ଅଥରା କାଇ
ଅଥରନା
ଖାଦାନ୍‌ତି ଖନିଜ ପାଖନା ଅଥରନାମନି

ଉପବାସ
ଉପବାସ ଦ୍ୱାରା ପାକସ୍ଥଳି ବିଶ୍ରାମ ପାଇଥାଏ
ଉପାସ
ଉପାସଘି ଦ୍ୱାରା ହଜମ ପଟ୍ଟାଦ୍‍ ବିଶ୍ରାମ ହାଖିଦ୍‍
ଉପାସ
ଉପାସରାକାତି କୁଲପଟ୍ଟା ସାଥାର୍‌ନା ଆଓସାର ଖାଳି

ଉଠାଇ
ବେଳେବେଳେ ପବନ ଚାଳକୁ ଉଠାଇ ନେଇଥାଏ
ଟେକନା
ଅହନ୍‍ ଅହନ୍‍ ଧୁକାଦ ହାମି ଏଡପାନ ଟେକି ହୁଇକି
ଟେକନା
ଅହନ୍‍ ଅହନ୍‍ ଧୁକାଦ ହାମି ଏଡପାନ ଟେକି ହୁଇକି

ଉଭୟ
ବିଦ୍ୟାଳୟ ସଫା ରଖିବା ଛାତ୍ର ଛାତ୍ରୀ ଉଭୟଙ୍କ କର୍ତ୍ତବ୍ୟ ଅଟେ
ଦୁହିଲୋକ
ଇସ୍କୁଲନ୍‍ ସାଫା ଉଇନା ପାଢ଼ନା କୁକାଏ କୁକ୍କୋ ଦୁହିଲୋକରଘି କର୍ତ୍ତବ୍ୟତ୍‍
ଦୁୟୋଝାନ୍‍
ଇସ୍କୁରାନ ସାଫା ଉଇନା ପାଡ଼ାଉ କୁକୋ କୁକେ ଏ ଦୁୟୋଝାନାରଘି ନାଲାଖହକେ

ଉଇକେଟ
କ୍ରିକେଟର ଗୋଟିଏ ଦଳରେ ଏଗାରଟା ଉଇକେଟ ଥାଏ
ଉଇକେଟ
କିରକେଟଘି ଅଣ୍ଟା ଦଲନୁ ଏଗାରଟା ଉଇକେଟ ରାଇଦ୍‍
ଉଇକେଟ
କିରକେଟଘି ଅଣ୍ଟା ଦଲନୁ ଏଗାରଟା ଉଇକେଟ ରାଇଦ୍‍

ଉପହାର
ପବନ ଈଶ୍ୱର ଆମକୁ ଦେଇଥିବା ଉପହାର ଅଟେ
ଉପହାର
ହାୱାଦ‍ ଭଗବାନସଖି ନାମାଗେ ଚିଚକା ଉପହାରଦୁ
ଉପହାର
ତାକାତ୍‍ ଧାରମେସ ଘି ଚିଚ୍‌କା ଉପହାର ହିକେ


logo