logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଉପକରଣ
ପାଠ ଉପକରଣ ସାଇତି ରଖ
ଉପକରଣ
ପାଢ଼ା ଉପକରଣ ସାଜାବା ଉୟା
ଉପକରଣ
ପାଢ଼ା ଉପକରଣ ସାଜାବା ଉୟା

ଉପସ୍ଥିତ
ଶିକ୍ଷକ ଡାକିବା ମାତ୍ରେ ମୁଁ ଉପସ୍ଥିତ ରହେ
ଉପସ୍ଥିତ
ମାଷ୍ଟରସ ମେହନା ଖାଣିନ୍‍ ଏନ୍‍ ଉପସ୍ଥିତ ମାନ୍ଦାନ
ହାଜିର
ମାଷ୍ଟାରାସଘି ମେଖ୍‌ନା ଖାନେମ୍‍ ହାଜିର ମାନ୍ଦାନ

ଉକୁଣି
ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି
ପେନୁ
ମାଇଲା କୁକ୍କୁନୁ ପେନୁ ମାନିଦ୍‍
ପେନ୍‍
ମାଇଲା କୁକୁନୁ ପେନ୍‍ ସିର୍‌ଜିରି

ଉତ୍ତର ଦିଗ
ଉତ୍ତର ଦିଗରୁ ଥଣ୍ଡା ପବନ ବହେ
ଉତର ଦିଗ୍‍
ଉତର ଦିଗ୍‍ନ୍ତି ଠାଣ୍ଡା ହାଉଆ ବାରି
ଉତ୍ତାର କୋଣା
ଉତ୍ତାର କୋଣାନ୍ତି ଠାଣ୍ଡା ତାକାବାରି

ଉତ୍କୃଷ୍ଟ
କନ୍ଧମାଳରେ ଉତ୍କୃଷ୍ଟ ହଳଦୀ ଉତ୍ପାଦନ କରାଯାଏ
ବାଢ଼ିଆ
କନ୍ଧମାଲନୁ ବାଢ଼ିଆ ବାଆଲ୍‌କା ଚାସ କାମା କାଇ
ବାଢ଼ିଆ
କନ୍ଧମାଲନୁ ବାଢ଼ିଆ ବାଆଲ୍‌କା ଭବବାନାର

ଉତ୍ପାଦିକା
ଜମିର ଉତ୍ପାଦିକା ଶକ୍ତି କମି ଗଲାଣି
ଉପ୍‌ଜନ
ହାଲ୍ଲୁଘି ଉପ୍‌ଜନ ଶକତି କମାରା କେରାଦିନ୍‍
ଉପ୍‌ଜନ
ହାଲ୍ଲୁଘି ଉପ୍‌ଜନ ଶକ୍‌ତି କମାରା କେରାଦିମ୍‍

ଉଚ୍ଚ
ଶାଗୁଣା ଖୁବ୍‍ ଉଚ୍ଚରେ ଉଡ଼ିପାରେ
ମିଁୟା
ରାବାଁଣଦ୍‍ ଖୁବ ମିଁୟା ଉଡ଼ିଆରା ଅଙ୍ଗି
ମିଁୟା
କାନ୍‌ହେରାଦ ଖୁବ ମିଁୟା ଉଡ଼ିଆରା ଅଙ୍ଗି

ଉଚ୍ଚାସନ
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ
ମିଁୟାଜାଗା
ସମ୍ମାନୀୟ ପାହ୍ୟାରଗେ ମିଁୟା ଜାଗା ଚିଆକାଇ
ମିଁୟାଜାଗା
ସମ୍ମାନୀୟ ପାହିସ୍ଥାରିନ ମେଚ୍ଛା ଆଡ଼ାନୁ ଅକତାରି

ଉତ୍ସନ୍ନ
ଦୁର୍ଘଟଣାରେ ତାର ସବୁ ଉତ୍ସନ୍ନ ହୋ‌ଇଗଲା
ବର୍ବାଦ
ଦୁର୍ଘଟାନା ନୁ ତାଙ୍ଘାଏ ସାଫା ବର୍ବାଦ ମାଞ୍ଚାକେରା
ବର୍ବାଦ
ଦୁର୍ଘଟାନା ନୁ ତାଙ୍ଘାଏ ସାଫା ବର୍ବାଦ ମାଞ୍ଚାକେରା

ଉତ୍ପାତ
ଦୁଷ୍ଟମାନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି
ଉତ୍‌ପାତ
ବଦମାସ ଜାମାରଘି ଉତ୍‌ପାତ ବାଢ଼ରାଗେ ଲାକିଚି
ଉତ୍‌ପାତ
ବଦମାସ ଜାମାରଘି ଉତ୍‌ପାତ ବାଢ଼ରାଗେ ଲାକିଚି


logo