logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଉପର
ବାୟୁ ମଣ୍ଡଳର ଉପର ଭାଗରେ ମହାଶୂନ୍ୟ ରହିଛି
ମିଁୟା
ମେଁୟା
ତାକା ମାଣ୍ଡଲ ମେଁୟାହିସାନୁ ମାହାଶୂନ୍ୟ (ଆନସୁନ) ରାଇ

ଊଣା
ପାଠ ପଢ଼ା ଊଣା କର ନାହିଁ
ଊଣା
ପାଠ ପାଢ଼ାଗେ ଊଣା ଆମା କାମା
ହେଡ଼ା
ପାଠ ପାଢ଼ାଗେ ଊଣା ଆମା କାମା

ଊଳି
ଗ୍ରୀଷ୍ମ ଋତୁରେ ଏକ ଊଳି କାମ କରିବା ଭଲ
ବେଡ଼ା
ବିଡ଼ନା ଉଲ୍ଲା ଅଣ୍ଟା ବେଡ଼ା ନାଲଖୁ କାମନା ବାନେ
ବେଡ଼ା
ବିଡ଼ନା ଉଲ୍ଲା ଅଣ୍ଟା ବେଡ଼ା ନାଲଖ ନାନ୍ନା ଦାଓ

ଋତୁ
ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ
ରୁତୁ
ବିଡ଼ନା ରୁତୁ ନୁ ଟାଠା ପାଆନି
ଗାଲି
ବିଡ଼ନା ଗାଲି ଟାଟ୍‌ଖା ପା-ଆନି

ଏଣେ ତେଣେ
ଆବର୍ଜନା ଏଣେ ତେଣେ ପକାନ୍ତୁ ନାହିଁ
ଇୟା ହାୟା
ମାଇଲା ଝାଇଲା ଇୟା ହାୟା ଆମା ଟିଡା
ଇତରା ଆତ୍ରା
କାନଟେ କାସୁହାନ ଆତ୍ରା ଇତ୍‌ରା ଆମା ଟିଡା

ଏଣ୍ଡୁଅ
ଏଣ୍ଡୁଅ କଙ୍କି ମାରି ଖାଏ
ଟେଟେଙ୍ଗା
ଟେଟେଙ୍ଗା ଫିଡ୍‌ଙ୍ଗି ପିଟିଦ୍‍ ଆରୁ ମହିଦ୍‍
ଟେଟେଙ୍ଗା
ଟେଟେଙ୍ଗା ତୁଣ୍ଡଲୁନ ପିଟି ମୁଖି

ଏକ
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ
ଅଣ୍ଟା
ଆଲ୍ଲାଦ୍‍ ଅଣ୍ଟା ବିଶ୍ୱାସୀ ଜିବଦ୍‍
ଅଣ୍ଟା
ଆଲ୍ଲାଦ୍‍ ଅଣ୍ଟା ବିଶ୍ୱାସୀ ଜିବହିକେ

ଅଭ୍ୟାସ
ଗୀତ ଗାଇବା ଅଭ୍ୟାସ କର
ହେବ୍‍ରା
ଗିତୁ ପାଡାଗେ ହେବ୍‍ରା
ହେବ୍‍ରା
ଗିତୁ ପାଡାଗେ ହେବ୍‍ରାୟ

ଅଭିନୟ
ରବି ଭଲ ଅଭିନୟ କରି ଜାଣେ
ନାଲାବେଚା
ରବି ବାନେ ନାଲାବେଚାଗେ ଆହାଦାସ
ତୋକନା ନାକାଲ
ରବିସ ମେଦାନ ବେଶ ଚକ୍‌କାଆ ଅଖ୍‌ଦାସ

ଏକବାର ଛୁ
କୁକୁରକୁ ଦେଖି ମାଙ୍କଡ଼ ଏକବାର ଛୁ
ଅହନାସାରେନ ବୁଙ୍ଗନା
ଆଲ୍ଲାନ୍‍ ଏରିକିରି ବାନ୍ଦ୍ରାଦ୍‍ ଅହନାସାରେନ ବୁଙ୍ଗାଦ୍‍
ଅନସରେ ଭଂନା
ଆଲ୍ଲାନ୍‍ ଏରାକି ବାନ୍ଦ୍ରାନ ବିଦ୍ୟାଭାସନ ଭଂଗା


logo