logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଓସାର
ଓସାର ଲମ୍ବା ଅପେକ୍ଷା ସାନ ଅଟେ
ଅସାର
ଅସାର ଲାମ୍ବାନ୍ତିନ ଛଟେଦ୍‍ ରାଇଦ୍‍
ଅସାର
ଅସାର ଲାମ୍ବାନ୍ତିନ ଛଟେଦ୍‍ ମାନି

ଓଜନ
ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ
ଉଜନ
ଚାଷୀ ଜାମାର ଉଜନ କାମାକିରି ଆଢା ଚେହେଁଲା ବିଇସନା ଦାରକାର
ନପାଆର
ତାଗୀର ନାପଆଜଖାଆର କି ଆଡ଼ଖା ଚେଖେଲ ବିସନା କାଥା

ଓଧ
ଓଧ ପାଣିରେ ଯା ଆସ କରିପାରେ
ପ‌ଅଞ୍ଜଲୋ
ପ‌ଅଞ୍ଜଲୋ ଆମ୍ମୁନୁ କାଆଲା ବାରା ଅଙ୍ଗି
ଉଦ୍ଧ
ଉଦ୍ଧ ଆମ୍ମୁନୁ କାଆଲା ବାର୍‌ଆ ଭଙ୍ଗି

ଓହ୍ଲାଇବା
ସାବଧାନରେ ସାଇକେଲରୁ ଓହ୍ଲାଇବା ଉଚିତ
ଏତ୍‌ନା
ହୁସିଆରନୁ ସାଇକଲନ୍ତି ଏତ୍‌ନା ଦାରକାର
ଏତ୍‌ନା
ହୁସିଆରନୁ ସାଇକଲନ୍ତି ଏତ୍‌ନା ଦାରକାର

ଓଟ
ଓଟ ମରୁଭୂମିର ଜାହାଜ ଅଟେ
ଉଁଟ
ଉଁଟବଦ୍‍ ମରୁଭୂମିନ୍ତା ଜାହାଜଦୁ
ଉଁଟ
ଉଁଟାଦ୍‍ ଚାଲକୁରତା ଜାହାଁଜ ହିକେ

ଓସାରିଆ
ଗାଁ ଗହଳିରେ ଓସାରିଆ ରାସ୍ତା ନଥାଏ
ଅସାର
ପାଦା ଗୁଠିନୁ ଅସାର ପାବୁ ମା ରାଇଦ୍‍
ଅସାର
ପାଦା ଗୁଠିନୁ ଅସାର ପାବେ ମା ରାଇ

ଓଷ୍ଠ
କଥା କହିବାରେ ଓଷ୍ଠ ସାହାଯ୍ୟ କରେ
ଠୁଁଢି
କାଥା ତେଙ୍ଗନାଗେ ଠୁଁଢିଦ୍‍ ସାହାରା କାମିଦ୍‍
ଠୁଁଢି
କାଥା ତେଙ୍ଗନାଗେ ଠୁଁଢିଦ୍‍ ସାହାରା କାମିଇ

ଓଲଟାଇ
ଘୁର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ
ଉଲଟାନା
ଧୁନ୍ଦୁଧୁକାଦ୍‍ ଆଡ଼ପାନ୍ତା ହାମି ଉଲଟି ହେବ୍‌ଡ଼ିଦ୍‍
ଉଲଟାନା
ଧୁନ୍ଦୁଧୁକାଦ୍‍ ଆଡ଼ପାନ୍ତା ଖମିନ ଉଲଟି ହେବ୍‌ଡ଼ି

ଓଡ଼ିଶୀ
ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଆଦର ପାଉଛି
ଓଡ଼ିଶୀ
ଓଡ଼ିଶୀ ନାଲନାଦ୍‍ ପୁରଥିନୁ ଆଦର ହାଖାଲିଦ୍‍
ଓଡ଼ିଶୀ
ଓଡ଼ିଶୀ ନାଲନାଦ୍‍ ପୁରଥିନୁ ଆଦର ହାଖାଲିଦ୍‍

ଓହଳି
ଯାନବାହନରେ ଓହଳି ଯାତ୍ରାକରିବା ବିପଦପୂର୍ଣ୍ଣ ଅଟେ
ଝୁଲରନା
ଗାଡ଼ି ମଟରନୁ ଝୁଲରନା କାନାଦ୍‍ ବାଡ଼କା ବିପଦ୍‍
ଝୁଲରନା
ଗାଡ଼ି ମଟରନୁ ଦଲଂଗାରନା କାନାଦ୍‍ ଆନାଇତ ସଂକଟ ହିକେ


logo