logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

କ୍ଷତି
ବେଳେବେଳେ ବର୍ଷା ଅଭାବରୁ ଫସଲ କ୍ଷତି ହୁଏ
ଖଏତ
ଅହନ‌ଅହନ ଚେପୁ ଅଭାବନୁ ଚାସ ଖଏତ ମାନିଦ୍‍
ନକ୍‌ସାନ୍‍
ଅଙ୍ଘନଅଙ୍ଘନ ଚେପ୍‍ ଅଭାବନୁଁ କ୍ଷିତି ନକ୍‌ସାନ୍‍ ମାନି

କ୍ଷୀର
ମାଆ କ୍ଷୀର ଶିଶୁ ପାଇଁ ଅମୃତ ଅଟେ
ଦୁଧି
ଆୟାଙ୍ଗ ଦୁଧି ହାଦ୍ଦୁସଗେ ଅମୃତ ରାଇଦ୍‍
ଦୁଧି
ଆୟାଙ୍ଗ ଦୁଧି ବଲ୍‌ସ୍‌ଗେ ଅମୃତ ତାଲି

କ୍ଷୁଦ୍ରତମ
ଏକ ସବୁଠାରୁ କ୍ଷୁଦ୍ରତମ ପୂର୍ଣ୍ଣ ସଂଖ୍ୟା ଅଟେ
ଛଟେ
ଏକ୍‍ ଅଣ୍ଟା ଯାମାରଘିନ୍ତି ଛଟେ ସଂଖ୍ୟା ରାଇଦ୍‍
ଛଟେ
ଅନ୍ଦ୍ ଅଣ୍ଟା ଉର୍ମିନ୍ତି ଛଟେ ଗୋଟ୍ଟା ସଂଖ୍ୟା ତାଲି

କ୍ଷେତ୍ର
କନ୍ଧମାଳ କୃଷି ନିମନ୍ତେ ଉତ୍ତମ କ୍ଷେତ୍ର ନୁହେଁ
ଆଡ୍ଡା
କନ୍ଧମାଳ ଅଣ୍ଟା ଚାଷ ଲାଗାନ ବାନେ ଆଡ୍ଡା ମାଲ୍ଲିଦ୍‍
ଆଡ୍ଡା
କନ୍ଧମାଳ ଅଣ୍ଟା ଚାଷ ଲାଗାନ ଦାଅ ଆଡ୍ଡା ମାଲ୍ଲି

କ୍ଷେତ
କ୍ଷେତରେ ଗୋବର ଖତ ଦେଲେ ଭଲ ଫସଲ ହେବ
ହାଲ୍ଲୁ
ହାଲ୍ଲୁନୁ ଗୋବର ଖାତୁ ଚିଚକୁନ ବାନେ ଫସଲ ମାନିଦ୍‍
ଖାଲ୍ଲ
ଖାଲ୍ଲନୁଁ ଗୁବାରି ସାରେ ଚିଚ୍ଚକୁନ୍‍ ଦାଅ କ୍ଷିତି ମାନି

Published By: Academy of Tribal Language & Culture, Govt. of Odisha


logo