logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଅନୁମାନ
ଅନୁମାନ ଦ୍ୱାରା କାର୍ଯ୍ୟ ସଫଳ ହୁଏ ନାହିଁ
ଅନୁମାନ୍‍
ଅନୁମାନ୍‍ କାମାକରି ନାଲଖୁ ସଫଲ ମାମାନୀ
ଆଇକାନା
ଆଇକାଚକା ନାଲାଖ ସାଫାଲ ମାମାନୋ

ଅନେକ
ଆମ ଦେଶରେ ଅନେକ ସମସ୍ୟା ଅଛି
ଏଉଁଟା
ଏମ୍‌ହାଏ ରଜୀନୁ ଏଉଁଟା ସାମାସ୍ୟା ଆତଲିଦ୍‍
ଏଉଁଟା
ଏମ୍‌ହାଏ ରଜୀନୁ ଏଉଁଟା ସାମାସ୍ୟା ଆତଲିଦ୍‍

ଅଦଳ ବଦଳ
ପୂର୍ବ କାଳରେ ଅଦଳ ବଦଳ ଦ୍ୱାରା କିଣାବିକା ହେଉଥିଲା
ବାଦାଲା ବୁଦିଲି
ଆଘ୍‌ଲିନ୍ତା ଯୁଗୁନୁ ବାଦାଲା ବୁଦିଲି କାମାକିରା ହେନ୍ଦନା ବିଶନା ମାନାଲିୟାଦ
ବାଦଲା ବାଦ୍‌ଲି
ହୁଲୋ ପାରିୟାକୁ ଖେନ୍ଦ୍ ନା ବିସ୍‌ନାଦ ବାଦଲା ବାଦଲନୁ ମାନାଲିୟା

ଅଣ୍ଡା
ଅଣ୍ଡାର କେଶର ଦେହ ପାଇଁ ହିତକାରକ
ମାଞ୍ଜି
ମାଞ୍ଜିଘି ବେଲ ମେଦୁଗି ଲାଗାନ ବାନେଦ୍‍
ବିଇ
ବିଇଷି ମାଞ୍ଜ ମେଦ୍‌ଗେ ଦାଓ ନାଲାଖ ନାନି

ଅଷ୍ଟମ
ମୋ ବଡ଼ ଭଉଣୀ ଅଷ୍ଟମ ଶ୍ରେଣୀରେ ପଢ଼େ
ଅଷ୍ଟମ
ଏଙ୍ଘାଏ ବାଡ୍‌କା ବୁହୁଣୀ ଅଷ୍ଟମ ଶ୍ରେଣୀନୁ ପାଢ଼ିଦ୍‍
ଅଷ୍ଟମ
ଏଙ୍ଘାଏ କୋହା ଦାୟା ଆଡ୍‍ କାଲାସନୁ ପାଡ଼ିଇ

ଅନୁସାରେ
ଉଚ୍ଚତା ଅନୁସାରେ ଠିଆ ହୁଅ
ହିସାବନୁ
ମେଛା ହିସାବନୁ ଇଲା
ହିସାବନୁ
ମେଛା ହିସାବନୁ ଇଜ୍‌ଆ

ଅନ୍ତନଳୀ
ଅନ୍ତନଳୀ ସଫା ରଖିବାକୁ ଯଥେଷ୍ଟ ପାଣି ଆବଶ୍ୟକ
ପଟ୍ଟା
ପଟ୍ଟା ସାଫା ଉୟାଗେ ବହୁତ ଆମ୍‌ମୁ ଦାରକାର
ପଟ୍ଟା
ପଟ୍ଟା ସାଫା ଉୟାଗେ ବହୁତ ଆମ୍‌ମୁ ଦାରକାର

ଅନାଇବା
ଭିକାରୀଟି କରୁଣ ଦୃଷ୍ଟିରେ ଅନାଇଛି
ଏର୍‌ନା
ମାଙ୍ଗତାରିସ୍‍ ଗଡ୍‍ ଗଡ଼ା ହାନୁଃନୁ ଏରାଲଦାସ୍‍
ଏର୍‌ନା
ତେମ୍ବୁସ ସଗସଗାଲେ ଏରାଲଦାସ୍‍

ଅଣ୍ଡାକୃତି
ପୃଥିବୀର କକ୍ଷପଥ ଅଣ୍ଡାକୃତି ଅଟେ
ମାଞ୍ଜିଢ଼ଙ୍ଗର
ଧାରତିଘି କୁଦନା ପାବୁ ମାଞ୍ଜିଢ଼ଙ୍ଗର
ବିଇଲେଖା
ଧାରତି ଘି କିରନା ଡାହରେ ବିଇଲେଖା ରାଇ

ଅନ୍ଧାର
ଅନ୍ଧାର ରାତିରେ ଚୋର ଭୟ ଥାଏ
ଉହା
ଉହା ମାହାନୁ ଚର୍‌ରାଘି ଏଲଚ୍‌କା ରାଇଦ୍‍
ଉଖା
ଉଖା ମାଖାନୁ ତରାର୍‍ ଘିଡ଼ାର ରାଇ


logo