logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଅବଜ୍ଞା
ବାପା ମାଆଙ୍କ ଆଦେଶ ଅବଜ୍ଞା କରନାହିଁ
ଅମାନ୍ତି
ବାଙ୍ଗ ଆୟାଙ୍ଗ କଥାନ ଅମାନ୍ତି ଆମ୍‌କେ କାମା
ହନମାଇନ
ଆୟଂ ବାଙ୍ଗାର ଘି କାଥାନ ହିନମାଇନ ଆମକେ ନାନା

ଅଫିସର
ଆମ ସାହିକୁ ଜଣେ ଅଫିସର ଆସିଥିଲେ
ଅଫିସର୍‍
ଏମ୍‌ହାଏ ପାଡାଗେ ଅଣ୍ଟା ଅଫିସର ବାରଚାକାଚାସ୍‍
ଅଫିସର୍‍
ଏମ୍‌ହାଏ ପାଡାଗେ ଅଣ୍ଟା ଅଫିସର ବାରଚାକାଚାସ୍‍

ଅଶେଷ
ପ୍ରେମ ଅଶେଷ ଅଟେ
ମାମୁଞ୍ଜୁରୀ
ଭଲ ହାଖାନାଦ ମାମୁଞ୍ଜୁରୀ
ମାମୁଞ୍ଜୁରୀ
ବେଶ ହାଖାନାଦ ମାମୁଞ୍ଜୁରୀ

ଅବଶ୍ୟ
ଆମେ ଅବଶ୍ୟ ଦେଶ ସେବା କରିବାକୁ ହେବ
ଅବଶ୍ୟ
ନାମ୍‍ ଅବଶ୍ୟ ରାଜି ସେବା କାମତ୍‍
ଅବଶ୍ୟ
ନାମ୍‍ ଅବଶ୍ୟ ରାଜି ସେବା କାମତ୍‍

ଅଳ୍ପଣକ୍ଷ
ଇନ୍ଦ୍ରଧନୁ ଅଳ୍ପଣକ୍ଷ ଦେଖାଯାଏ
କମ୍‌ସମୟ
ଇନ୍ଦ୍ରଧନୁ କମ୍‌ସମୟ ଏଥ୍ରିଦ
ଭୁଡ଼ଙ୍ଗ
ଇନ୍ଦ୍ରଧାନୁ ଉଡୁଙ୍ଗଗେ ଏଥ୍ରି

ଅସ୍ଥି
ଆମ ଦେହରେ ୨୦୬ ଖଣ୍ଡ ଅସ୍ଥି ଅଛି
ହଚଳ
ନାମ୍‍‌ହାଏ ମେଦୁନୁ ୨୦୬ ଖ‍ଅଣ୍ଡ ହଚଳ ଆତ୍‌ଲି
ହଚଳ
ନାମ୍‍‌ହାଏ ମେଦୁନୁ ୨୦୬ ଖ‍ଅଣ୍ଡ ହଚଳ ଆତ୍‌ଲି

ଅସହଯୋଗ
ଅସହଯୋଗରେ ବିକାଶ ନାହିଁ
ଅସହଯୋଗ
ଅସହଯୋଗନୁ ଉନ୍ନତି ମାଲା
ମାଜାଇତ୍‍ ବିନା
ମାଜାଇତ ବିନା ପାରଜା ପଲରୋ

ଅଝଟ
ଅଝଟ କରିବା ମନ୍ଦ ଅଟେ
ଅଲଝଟ
ଅଲଝଟ କାମ୍‌ନା ଖାରାପ୍‍
ଜୀଦ୍‌ହୋ
ଜିଦହା ନାନ୍ନା ମାଲଦାଓ ହିକେ

ଅର୍ଥ
ପରିଶ୍ରମ କରି ଅର୍ଥ ଉପାର୍ଜନ କର
ଧାନ୍‌ନୁ
ଖାଟିକରି ଧାନ୍‌ନୁ କମାଣି କାମା
ଡ଼ିବାକାଉତି
ନାଲାଖ ନାନାକି ଡ଼ିବା କାଉଡ଼ି ଭଜଗାଅ

ଅବସ୍ଥିତି
ନଈର ଅବସ୍ଥିତି ଆମ ପାଇଁ ମଙ୍ଗଳ ଜନକ
ଅବସ୍ଥିତି
ଜଡୁଗି ଅବସ୍ଥିତି ନାଙ୍ଘାଏ ଲାଗାନ ବାନେଦ୍‍
ରଆନା
ଖାଡ୍‌ଘି ରାଆନା ନାମାଗେ ଦାଓ


logo