logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଆଖିରେ ପଡ଼ିବା
ଯାଉ ଯାଉ ସାପ ଉପରେ ମୋର ଆଖିରେ ପଡ଼ିଲା
ନଜରନୁ ଖାତ୍‌ରା
କାଲତେ କାଲତେ ନେର୍‌ରୁ ମିଆଁ ଏଙ୍ଘାଏ ନଜରଖାତ୍‌ରା
ନାଜାଇରଖାତ୍‌ରା
କାଲମୁନ କାଲମୁନ ନେରେଏ ମିଆଁ ଏଙ୍ଘାଏ ନାଜାଇର ଖାତ୍‌ରା

ଆଗ୍ରହ
ପାଠ ପଢ଼ା ସହିତ କ୍ରିଡ଼ାରେ ଆଗ୍ରହ ରଖି ଥାଅ
ଧ୍ୟାନସେ
ପାଠପାଢ଼ା ସାଙ୍ଗେନ ବେଚାଗେ ଧ୍ୟାନ ଚିଆ
ଧ୍ୟାନସେ
ପାଠପାଢ଼ା ସାଙ୍ଗେନ ବେଚାଗେ ଧ୍ୟାନ ଚିଆ

ଆଖି
ଆମେ ଆଖିର ଯତ୍ନ ନେବା ଉଚିତ
ହାନ୍ନୁ
ନାମ ହାନ୍ନୁଘି ଯତ୍‌ନ କାମନା ଦାରକାର
ଖାନ୍ନେ
ନାମାନ ଖାନ୍ନେଘି ମାତାନ୍‍ ହୋନା ଉଚିତ୍‍

ଆବିଷ୍କାର
କଲମ୍ବସ ଆମେରିକା ଆବିଷ୍କାର କରିଥିଲେ
ଆବିଷ୍କାର
କଲମ୍ବସ ଆମେରିକା ଆବିଷ୍କାର କାମଚ୍‌କାଚାସ୍‍
ଆବିଷ୍କାର
କଲମ୍ବସ ଆମେରିକା ଆବିଷ୍କାର କାମଚ୍‌କାଚାସ୍‍

ଆବୃତ୍ତି
ରବି ଶ୍ରେଣୀରେ କବିତା ଆବୃତ୍ତି କଲା ନାହିଁ
ପାଢ୍‌ନା
ରବିସ ଶ୍ରେଣୀନୁ ଗିତୁ ମା ପାଢ୍‌ଚାସ୍‍
ପାଢ୍‌ନା
ରଅବିସ୍‍ କାଲାସନୁ ପାଣ୍ଡି ମା ପାଡ଼ଚାସ୍‍

ଆକାଶ
ନୀଳ ଆକାଶ ସୁନ୍ଦର ଦେଖାଯାଏ
ସାରାଗ
ନେଲିଆ ସାରାଗ ବାନେ ଏଥ୍ରି
ମେରଖା
ଲିଲ୍‍ବାରାନ ମେରଖା ଦାଓ ଏଥ୍ରି

ଆମ୍ବ
ଗ୍ରୀଷ୍ମ ଋତୁରେ ଆମ୍ବ ପଡ଼େ
ଟାଠା
ବିଡ଼ନା ଉଲ୍ଲା ଟାଠା ଖାତ୍‌ରିଦ୍‌
ଟାଟ୍‌ଖା
ବିଡ଼ନା ଗାଲି ଟାଠ୍‌ଖା ଖାତ୍‌ରି

ଆହା
ଆହା, ବୁଢ଼ୀଟି କେତେ ଦୁଃଖ ପାଉଛି
ଓହୋ
ଓହୋ, ପାଚୋଦ୍‍ କେତେକ ଦୁଃଖୁ ହାଖାଲିଦ୍‍
ଓହୋ
ଓହୋ, ପାଚୋଦ୍‍ ଏଓନ୍ଦା ଦୁଃଖ୍‍ ଭୋଗଆଲି

ଆହ୍ଲାଦ
ନୂଆ ବହି ଦେଖି କୁନି ଆହ୍ଲାଦ ପାଉଛି
ଖୁସି
ପୁନା ବହି ଏରିକିରି କୁନିଦ୍‍ ଖୁସି ମାନାଲି
ଖୁସି
ପୁନା ବହି ଏରିକିରି କୁନିଦ୍‍ ଖୁସି ମାନାଲି

ଆଶ୍ୱାସନା
ବାପା ମୋତେ ଆଶ୍ୱାସନା ଦେଲେ
ଧିରଜ
ବାଙ୍ଗସ ଏଙ୍ଗାନ ଧିରଜ ଚିଚାସ୍‍
ଧିରଜ
ବାଙ୍ଗସ ଏଙ୍ଗାନ ଧିରଜ ଚିଚାସ୍‍


logo