logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଆଦିମ ମଣିଷ
ଆଦିମ ମଣିଷ ଶିକ୍ଷିତ ନ ଥିଲେ
ପୁରୁଖା ଆଲ
ପୁରୁଖା ଆଲାର ମୁରୁଖ ରାଚାର
ପୁରୁଖା ଆଲ
ପୁରୁଖା ଆଲାର ମୁରୁଖ ରାଚାର

ଆମ୍ଲେଟ
ଅଣ୍ଡା ଆମ୍ଲେଟ ଖାଇବାକୁ ରୁଚିକର ଲାଗେ
ଆମଲେଟ
ମାଞ୍ଜି ଆମଲେଟ ମଁହାଗେ ବାନେ ଲାଗିଦ୍‍
ଆମଲେଟ
ମାଞ୍ଜି ଆମଲେଟ ମଁହାଗେ ବାନେ ଲାଗିଦ୍‍

ଆବଶ୍ୟକ
ବ୍ୟାୟାମ ଆମ ଶରୀର ପାଇଁ ଆବଶ୍ୟକ ଅଟେ
ଦାରକାର
ବ୍ୟାୟାମ ନାମା ମେଦୁଘି ଲାଗାନ୍‍ ଦାରକାର ଆତ୍‌ଲିଦ୍‍
ଦାରକାର
ବ୍ୟାୟାମ ନାମା ମେଦୁଘି ଲାଗାନ୍‍ ଦାରକାର ଆତ୍‌ଲିଦ୍‍

ଆମ ଗାଁ
ଆମ ଗାଁ ଉପର ମୁଣ୍ଡରେ ପାହାଡ଼ଟିଏ ଅଛି
ଏମ୍‌ହାଏ ଡିହି
ଏମ୍‌ହାଏ ଡିହି ମିଁଆନୁ ପାର୍ତ୍ତା ଅଣ୍ଟା ଆତଲିଦ୍‍
ଏମ୍‌ହାଏ ଡିହି
ଏମ୍‌ହାଏ ଡିହି ମିଁଆନୁ ପାର୍ତ୍ତା ଅଣ୍ଟା ଆତଲିଦ୍‍

ଆମ୍ବ ଟାକୁଆ
ଆଦିବାସୀ ମାନେ ଆମ୍ବ ଟାକୁଆର କୁଇଲି ଖାଆନ୍ତି
ଟାଠା ଟାକୁ
ଆଦିବାସୀ ଜାମାର ଟାଠା ଟାକୁନ୍ତା କୁଇଲି ମହନାଏ
ଟାଟଖା ଆଠୁ
ଆଦିବାସୀର ଟାଟଖା ଆଠୁନ୍ତା ବିସନ ମଖନାର

ଆତୁର
ପରୀକ୍ଷା ଫଳ ଜାଣିବା ପାଇଁ ପିଲେ ଆତୁର ହୋଇଥାନ୍ତି
ଆକୁଲ ପାକୁଲ
ପରୀକ୍ଷା ଫଳ ଆହାଗେ ହାଦ୍‌ଦାର ଆକୁଲ ପାକୁଲ ମାନା କାଲନାଏ
ଆକୁଲ ବାକୁଲ
ପରୀକ୍ଷା ଫଳ ଆହାଗେ ହାଦ୍‌ଦାର ଆକୁଲ ବାକୁଲ ମାନା କାଲନାଏ

ଆସ୍ଫାଳନ
ମନୁଷ୍ୟର ଆସ୍ଫାଳନ ବୃଥା ହୋଇଥାଏ
ଡିଙ୍ଗ ମାରନା
ମାନାୟରଘି ଡିଙ୍ଗ ମାରନା ବେକାର ମାନି
ଡିଙ୍ଗ ଲଡ଼ନା
ମାନୱାରଘି ଡ଼ିଙ୍ଗଲାଓନା ବେକାର ମାନିକାଲି

ଆସ୍ପର୍ଦ୍ଧା
ଗର୍ବୀର ଆସ୍ପର୍ଦ୍ଧା ତାର ବିନାଶର କାରଣ ଅଟେ
ଫୁଟାଣି
ଗର୍ବୀସ୍‌ଖି ଫୁଟାଣି ବୁଦ୍ଧିଦ୍‌ ତାଙ୍ଘାଏ ବିନାଶଘି କାରଣ
ଫୁଟାଣି
ଗର୍ବୀସ୍‌ଖି ଫୁଟାଣି ବୁଦ୍ଧିଦ୍‌ ତାଙ୍ଘାଏ ବିନାଶଘି କାରଣ

ଆଙ୍ଗୁଠି
ଆଙ୍ଗୁଠି ଧରିବାରେ ସାହାଯ୍ୟ କର
ଆଙ୍ଗଟି
ଆଙ୍ଗଟିଦ୍‍ ଧାରାଗେ ସାହାୟତା କାମିଦ୍‍
ଆଙ୍ଗଲି
ଆଙ୍ଗଲିନ ଧାରାଗେ ସାହେତା ନାନା

ଆଖଡ଼ା ଘର
ପୂର୍ବକାଳର ଆଖଡ଼ା ଘର ବର୍ତ୍ତମାନ ଆଉ ନାହିଁ
ଆଖଡା ଏଡ୍‌ପା
ଆଘଲି ଜୁଗୁନ୍ତା ଆଖଡା ଏଡ୍‌ପା ଆକ୍‌କୁନ ମାଲ୍ଲାଦିନ୍‍
ଆଖଡା ଏଡ୍‌ପା
ଆଘଲି ଜୁଗୁନ୍ତା ଆଖଡା ଏଡ୍‌ପା ଆକ୍‌କୁନ ମାଲ୍ଲାଦିନ୍‍


logo