logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଆଶ୍ୱସ୍ତ
ଭଲ ଫସଲ ଦେଖି ଚାଷୀ ଆଶ୍ୱସ୍ତ ହୁଅନ୍ତି
ଖୁସି
ଭଲ ଫସଲ ଏରି ଚାସି ଖୁସି ମାନ୍ଦାସ୍‍
ଖୁସି
ବାଡ଼ିୟା ଫାସାଲ ଏରାକି ଚାଷିସ୍‍ ଖୁସମାର ଦାସ

ଆଗ୍ରହୀ
ପିଲାମାନେ ପାଠ ପଢ଼ାରେ ଅଧିକ ଆଗ୍ରହୀ ହେବା ଉଚିତ
ଧ୍ୟାନ ଚିଇନା
ହାଦ୍‌ଦାର ପାଠ ପାଢ଼ାଗେ ଧ୍ୟାନ ଚିଇନା କାଥା
ଧ୍ୟାନ ଚିଇନା
ହାଦ୍‌ଦାର ପାଠ ପାଢ଼ାଗେ ଧ୍ୟାନ ଚିଇନା କାଥା

ଆନନ୍ଦ
ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ
ଖୁସି
ଭଗବାନସିନ୍‍ ଏଲଚନା ପ୍ରକୃତନୁ ଖୁସି ଚିଇଦ୍‍
ଖୁସି
ଧାର୍ମେସିନ ଏଲଚନାନ୍ତି ପ୍ରାକୃତନୁ ଖୁସି ଚିଇ

ଆସ
ଆସ ସ୍କୁଲକୁ ଯିବା
ବାରା
ବାରା ଇସ୍କୁଲ କତ୍‍
ବାରା
ବାରା ଇସ୍କୁଲ କତ୍‍

ଆଗ
ଆଗ ଧାଡ଼ିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ
ଆଘ୍‌ଲି
ଆଘ୍‌ଲି ଧାଡ଼ିନୁ ଅକ୍‌କୁନ ଶିକ୍ଷାଦାନ ବାନେ ମେନ୍ଦ୍ରି
ଆଘ୍‌ଲି
ଆଘ୍‌ଲି ଧାଡ଼ିନୁ ଅକ୍‌କୁନ ଶିକ୍ଷାଦାନ ବାନେ ମେନ୍ଦ୍ରି

ଆରମ୍ଭ
ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିବା ଭଲ
ଶୁରୁ
ଭଗବାନସିନ ଗୁହାର କାମିକିରି ନାଲଖୁ ଶୁରୁ କାମନାଦ୍‍ ବାନେ
ଶୁରୁ
ଭଗବାନସିନ ଗୁହାର କାମିକିରି ନାଲଖୁ ଶୁରୁ କାମନାଦ୍‍ ବାନେ

ଆତ
ଆତ ଫଳ ଭାରି ସୁଆଦିଆ ଲାଗେ
ବଢେଲ
ବଢେଲ ଫାଡୁ ବାନେ ଏମ୍ବା ଲାଗିଦ୍‍
ନେୱା
ନେୱା ଖାଞ୍ଜପା ବେସ ଏମ୍ବା ଲାଗି

ଆଶା
ପରିଶ୍ରମ ବିହୀନ ଆଶା ବୃଥାରେ ଯାଏ
ଆଶା
ବିନ୍‍ ଖାଟନିନୁ ଆଶା କାମନାଦ୍‍ ବେକାର
ଆଶ୍ରା
ବିନା ମିହନାଇତନୁ ଆଶ୍ରାକାମନାଦ ବେକାର

ଆଲମିରା
ଆଲମିରାରେ ବହି ପତ୍ର ସୁରକ୍ଷିତ ରହେ
ଆଲମାରି
ଆଲମାରିନୁ ବହି ପତର ବାନେ ରାଇ
ଆଲମାରି
ଆଲମାରିନୁ ବହି ପତର ବାନେ ରାଇ

ଆଙ୍କୁଡ଼ି
ଆଙ୍କୁଡ଼ି ସହାଯ୍ୟରେ ଆମ୍ବ ତୋଳାଯାଏ
ଟୁଣସି
ଟୁଣସି ଲାଠିତି ଟାଠା ଚହା କାଇ
ଟୁଣସି
ଟୁଣସି ଲାଠିତି ଟାଟଖା ଚଖ୍‌ତାରି


logo