logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଅକ୍ଷର
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ
ଲେଖା
ନିଙ୍ଘାଏ ଲେଖା ଢେର କଡେ
ଲେଖା
ନିଙ୍ଘାଏ ଝୁଡ଼କା ଢେର କଡେ

ଅଠା
ଅଠାରେ କାଗଜ ଲଗାଯାଏ
ଲାଠା
ଲାଠାତି କାଗଜ ବନ୍‍ ଲାଗାବାନାୟଁ
ଲାଠା
ଲାତ୍ସାତି କାଗଜାନ ବନ୍‍ ଲାଟକାନାର

ଅକଲ ଗୁଡୁମ୍‍
ମୃତ୍ୟୁ ଖବର ପାଇ ମୋର ଅକଲ ଗୁଡୁମ୍‍ ହେଲା
ବୁଦ୍ଧିବାଣା
ଖେ‌ଏନା ଖବର ମେନାକିରି ଏଙ୍ଘାଏ ବୁଦ୍ଧିବାଣା ମାଞ୍ଚା କେରାଦ୍‍
ବୁଦ୍ଧିବାଣା
ଖେ‌ଏନା ଖବର ମେନାକିରି ଏଙ୍ଘାଏ ବୁଦ୍ଧିବେଣାର

ଅଧଃକ୍ରମ
ମୁଁ ଅଧଃକ୍ରମରେ ନାମଗୁଡ଼ିକ ପଢିଲି
କାହାନ୍ତିସାନ୍‌ନିତକ
ଏନ୍‍ କାହାନ୍ତିସାନ୍‌ନିତକ ନାମେ ଗୁଠିନ୍‍ ପାଢ଼କାନ୍‍
କାହାନ୍ତିସାନ୍‌ନିତକ
ଏନ୍‍ କାହାନ୍ତିସାନ୍‌ନିତକ ନାମେ ଗୁଠିନ୍‍ ପାଚଚକାନ୍‍

ଅମ୍ଳ
ଅମ୍ଳ ରସ ପିଇ ହୁଏ ନାହିଁ
ଅମ୍ଳପିତ୍ତ
ଅମ୍ଳପିତ୍ତ ରାସି ହାପ୍‌ପା ମା ମାନିଦ
ଅମ୍ଳପିତ୍ତ
ଅମ୍ଳପିତ୍ତ ରାସି ଓନ୍ନା ପୁଲରି

ଅନ୍ନ
ଅନ୍ନ ବିନା ଆମେ ବଞ୍ଚି ପାରିବା ନାହିଁ
ଅନ୍ନ
ଅନ୍ନ ବିନା ନାମ୍‍ ଉଜାପଲଦାତ୍‍
ଅନ୍ନ
ଆନ୍ନ ବିନା ନାମ୍‍ ଉଜାପଲତ୍‍

ଅଣ୍ଟା
ବୁଢ଼ା ବୁଢ଼ୀମାନେ ଅଣ୍ଟା ପାରନ୍ତି ନାହିଁ
କାଡ୍‌ମା
ପାଚ୍‌କିପାଚୋର ଜାମାର୍‍ କଡ୍‌ମାତି ପଲନାୟଁ
କାଡ୍‌ମା
ପାଚ୍‌କିପାଚୋର ଜାମାର୍‍ କଡ୍‌ମାତି ପଲନାର

ଅଁଳା
ଅଁଳା ତେଲ କେଶକୁ ଭଲ
ଆଉଣା
ଆଉଣା ଇସୁଙ୍ଗ ଚୁଟ୍‌ଟିଗେ ବାନେଦ୍‍
ଆଉଣା
ଆଉଣା ଇସୁଙ୍ଗ ଚୁଟ୍‌ଟିଗେ ଦାଓ

ଅଞ୍ଚଳ
ଆମ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ
ରାଜି
ଏମ୍‌ହାଏ ରାଜି ହାର୍ବୁନୁ ନିନ୍ଦିକିଚି
ରାଜି
ଏମ୍‌ହାଏ ରାଜି ଟାଡ଼ାଙ୍ଗ ନୁ ନିନ୍ଦକିରିଇ

ଅରମା
ଆମେ ଆମ ବାରିର ଅରମା ସଫା କରୁ
କାଚାରା
ଏମ୍‌ ଏମ୍‌ହାଏ ବାଟ୍‌କିନ୍ତା ଚାଚାରା ପାରଛା କାମ୍‌ଦାତ୍‍
କାଚାରା
ଏମ୍‌ ଏମ୍‌ହାଏ ବାଟ୍‌କିନ୍ତା ଲେଝା ପେସଦାମ


logo