logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସହିଷ୍ଣୁ
ସହେନା
ଭଲ ଲୋକ ସହିଷ୍ଣୁ ହୁଅନ୍ତି ।
ଭଲ ଲେବୁ ଝାକି ସହେତେ ।

ସାଉଁଳା
ସାଉଁଳାଏନା
ମାଆଙ୍କର ସ୍ନେହଭରା ସାଉଁଳା ମୋତେ ଶାନ୍ତି ଦିଏ ।
ମାଁ ଗିଙ୍ଗଆଃ ଲେମ୍‌ଲେମାକରି ସାଉଁରାଏନା ଇଙ୍ଗତେ ସୁଖ ଲାଃତା ।

ସାକ୍ଷାତ
ଭେଃଟନା
ହଠାତ ମୋ ବନ୍ଧୁଙ୍କ ସହିତ ମୋ ସାକ୍ଷାତ ହେଲା ।
ହଠାତ୍‌ ଇଙ୍ଗାଃ ସରିଗିଙ୍ଗଆଃ ସରିଇଙ୍ଗ୍ ଭେଃଟ୍‌ଡମ୍‌କିଙ୍ଗ୍ ।

ସାଗର
ସମ୍‌ଦୁର
ଆମ ଦେଶକୁ ତିନି ଦିଗରେ ସାଗର ଘେରି ରହିଛି ।
ଆନିଆ ଦେଶ୍‌ତେ ତିନିହି ଦିଗ୍‌ ସମ୍‌ଦୁର୍‌ ଭରେ ରହେସିଗ୍‌ ।

ସାଙ୍ଗ
ସରି
ରବି ମୋର ପିଲା ବେଳର ସାଙ୍ଗ ଅଟେ ।
ରବି ଇଙ୍ଗାଃ କୁଣୁଃ ବେଡାଃ ସରି ହାଏ ।

ସାଙ୍ଗ
ସରି
ରବି ମୋର ପିଲା ଦିନର ସାଙ୍ଗ ଅଟେ ।
ରବି ଇଙ୍ଗାଃ କୁଣୁଃ ବେଡାଃ ସରି ହାଏ ।

ସାଜସଜ୍ଜା
ସଜାଏନା
ଭାଇଙ୍କ ବାହାଘର ବେଳେ ଆମେ ସାଜସଜ୍ଜା କଲୁଁ ।
ଭାଇ ଆଃ ବିହାଭେରେ ଏଲେ ଅଃଦୁଆର୍‌ ସାଜାଏ ଅଃଲେ ।

ସାଥି
ସାଥି/ସାଙ୍ଗ
ଆଜିକାଲି ପ୍ରାତି ଗାଁରେ ଗାଁ ସାଥି ରହିଛନ୍ତି ।
ଉପାଡି ଝାକି କେଲ୍‌କେତେ ଗାଁ ସାଥି/ସାଙ୍ଗ ଆଏଗ୍‌କି ।

ସାଥେ
ସରି ସରି
ବଜାରକୁ ମୁଁ ବାପାଙ୍କ ସାଥେ ସାଥେ ଯାଏଁ ।
ହାଟ୍‌ ବୁଙ୍ଗ୍ ଇଙ୍ଗ୍ ବୁଆଗିଙ୍ଗଆଃ ସରି ସରି ସାନ୍‌ତାଏଙ୍ଗ୍ ।

ସାଧା
ସାଦା
ବେଳେବେଳେ ପୋଲିସ୍‍ ସାଧା ପୋଷାକ ପିନ୍ଧି ବୁଲନ୍ତି ।
ମେସନ୍‌ ମେସନ୍‌ ପୁଲୁସ୍‌ କି ସାଦା ପେଁଟ୍‍ କୁର୍‌ତା ସୁଇକଲା ବୁଲିତାକି ।


logo