logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସମ୍ଭବ
ସମ୍ଭବ
ପରିବେଶ ସୁରକ୍ଷା କରିବା ସମ୍ଭବ ଅଟେ ।
ପରିବେଶ ସୁର୍‌କ୍ଷା ବାଏନା ସମ୍ଭବ ହାଏ ।

ସମ୍ଭାଳିବା
ସମଢ଼ାଏନା
ଦୁଃଖ ସମ୍ଭାଳିବା ଏକ ମହତ ଗୁଣ ଅଟେ ।
ବିପଦ୍‌ ସମଢ଼ାଏନା ମୁଇଙ୍ଗ୍ ମହତ୍‌ ଗୁନ୍‌ ହାଏ ।

ସମ୍ମୁଖିନ
ସାମନା
ବିପଦର ସମ୍ମୁଖିନ ହେଲେ ଭୟ କର ନାହିଁ ।
ବିପଦ୍‌ ଆଃ ସାମନା ହଏକିଲା ଆବୁ ବତଙ୍ଗନାପେ ।

ସର
ସର
କ୍ଷୀରରେ ସର ବସିଛି ।
ତମ୍‌ଲେଙ୍ଗତେ ସର୍‌ ଡକସିଗ୍‌ ।

ସରଗ
ସରଗ୍‌
ସରଗ ଏକ ଆନନ୍ଦମୟ ସ୍ଥାନ ବୋଲି ବିଶ୍ୱାସ କରାଯାଏ ।
ସରଗ୍‌ ମୁଇଙ୍ଗ୍ ବଢ଼ିଆ ଠାଣ୍‌ ହାଏ ଗାମ୍‌କରି ବିଶ୍ଵାସ ବାଏତେକି ।

ସରା
ଡିବି
ସରାରେ ମାଣ୍ଡିଆ ଜାଉ ରାନ୍ଧିବା ।
ଡିବିତେ ମଡିଆ ଜାଉ ଗଙ୍ଗେନିଙ୍ଗ୍ ।

ସରାଗ
ଗେଲହାତେ
ମାଉସୀ ସରାଗରେ ମୋତେ କୋଳେଇ ଧରିଲେ ।
ମଁସୀ ଗେଲ୍‌ହାତେ ଇଙ୍ଗତେ କୁଡୁମ୍‌ତେ ଧଃତେଅଃ ।

ସରାଗ
ଆଦର୍‌ କରି
ମାମୁଁ ମୋତେ ସରାଗରେ କୋଳରେ ବସାଇଲେ ।
ମାମୁଁ ଇଙ୍ଗତେ ଆଦର୍‌ତେ କୁଡୁମ୍‌ତେ ଡବ୍‌କୟଃକି ।

ସରି
ସମାନ
ମଧୁବାବୁଙ୍କ ସଙ୍ଗେ କିଏ ସରି ହେବ ?
ମଧୁବାବୁ ସରି ବେର୍‌ ସମାନ୍‌ ହଏନା ?

ସରିସୃପ
ସରିସୃପ୍‌
ସର୍ପ ଏକ ସରିସୃପ ପ୍ରାଣୀ ଅଟେ ।
ବୁଙ୍ଗାମ୍‌ ମୁଇଙ୍ଗ୍ ସରିସୃପ୍‌ ଜୀବ୍‌ ହାଏ ।


logo