logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସକାଳ
ମିଆଁ
ସକାଳ ହେଲେ ଲୋକେ କାମକୁ ବାହାରନ୍ତି ।
ମିଆଁ କିଲାଃ ଲେବୁକି କାମୁ ମୁଁ ତାକି ।

ସଙ୍କେତ
ଚିହ୍ନା
ରାସ୍ତାରେ ଦିଆଯାଇଥିବା ସଂକେତ ମାନି ଗାଡ଼ି ଚଳାଅ ।
ସଡକ୍‌ ତେ ତେର୍‌ତେର୍‌ଆନା ଚିହ୍ନାତେ ମାନେ କରି ଗାଡି ଚଲାଏପେ ।

ସଙ୍ଗୀତ ଦଳ
ଗିତୁଆଲ୍‌ ଦଳ
ମୁଁ ଗୋଟିଏ ସଂଗୀତ ଦଳରେ ଗୀତ ଗାଏଁ ।
ଇଙ୍ଗ୍ ମୁଇଙ୍ଗ୍ ଗୀତୁଆଲ୍‌ ଦଲ୍‌ତେ ଆଲଙ୍ଗ୍ ଆଲ୍‌ତାଏଙ୍ଗ୍ ।

ସଙ୍ଗେସଙ୍ଗେ
ସାଙ୍ଗେ ସାଙ୍ଗ୍
ଖବର ପାଇ ଦମକଳ ଗାଡି ସଙ୍ଗେସଙ୍ଗେ ପହଞ୍ଚିଲା ।
ଖଭେର୍‌ କୁୟଃନ ଦମକଲ୍‌ ଗାଡି ସାଙ୍ଗେସାଙ୍ଗ୍ ଡାମ୍‌କି ।

ସଚେତନ
ସୋର୍‌
ପରିବେଶ ପ୍ରତି ସଚେତନ ରହିବା ଉଚିତ ।
ପରିବେଶ୍‌ ଆଃଥମ୍‌ ସୋର୍‌ ଉନ୍‌ନାଃ କାୟମ୍‌ ।

ସଜନା
ମୁନ୍‌ଗା
ସଜନା ପତ୍ର ଦେହ ପାଇଁ ହିତକର ।
ମୁନ୍‌ଗା ସାଃ ନିରୀଆଃଥମ୍‌ ଭଲ ହାଏ ।

ସଜବାଜ
ସଜ୍‌ବାଜ୍‌
ତୁରୀ ବାଜିଲେ ସୈନ୍ୟମାନେ ଯୁଦ୍ଧ ପାଇଁ ସଜବାଜ ହେଉଥିଲେ ।
ବିଗୁଲ୍‌ ବାଜେକିଲାଃ ସ‌ଇନିକି ଯୁଧଃ ଆଃଥମ୍‌ ସଜ୍‌ବାଜ୍‌ ହଏଖାନ୍‌ତାକି ।

ସଜାଇ
ସାଜାଏ
ମୁଁ ମୋ ପଢ଼ା ଘରକୁ ସଜାଇ ରଖିଛି ।
ଇଙ୍ଗା ପାଟ୍‌ ପଢ଼ା କୁଠ୍‌ରୀତେ ସାଜାଏ ଉନ୍‌ସିଙ୍ଗ୍ ।

ସଜାଡ଼ି
ସାଜାଏନା
ତୁମର ଖାତା ପତ୍ର ସଜାଡ଼ି ରଖ ।
ଆମ୍ପାଃ ଖାତାପତର୍‌ ସାଜାଏ ଉନେପେ ।

ସଜାଡ଼ିବା
ସାଜାଏନା
ବଜାରକୁ ଯିବା ପାଇଁ ମୁଁ ସାଇକେଲ ସଜାଡ଼ିବା ଆରମ୍ଭ କରିଛି ।
ହାଟ୍‌ ବୁଙ୍ଗ୍ ସାନ୍‌ନାଃଥମ୍‌ ଇଙ୍ଗ୍ ବାଏସ୍‌କଲ୍‌ ସଜାଏନା ସୁରୁ ବାଏସିଙ୍ଗ୍ ।


logo