logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସ୍ୱୟଂଚାଳିତ
ଆପ୍‌ନା ଆପ୍‌
ଏଟିଏମ୍‍ ସ୍ୱୟଂଚାଳିତ ଯନ୍ତ୍ର ଅଟେ ।
ଏଟିଏମ୍‌ ଆପ‌ନେ ଆପ୍‌ ଚଲେନା ମେସିନ୍‍ ହାଏ ।

ସଡ଼କ
ସଡଗ୍‌
ପ୍ରତି ପଞ୍ଚାୟତକୁ ପ୍ରଧାନ ମନ୍ତ୍ରୀ ସଡ଼କ ଯାଇଛି ।
ଝାକି ପାଂଚାୟତବୁଙ୍ଗ୍ ପ୍ରଧାନ୍‌ମନ୍ତ୍ରୀ ସଡ୍‌ଗ୍‌ ସାନ୍‌ସିଗ୍‌ ।

ସ‌ଉକି
ସ‌ଉକ୍‌ତେ
ରମା ସ‌ଉକିରେ ସୁନ୍ଦର ଯୋତା ପିନ୍ଧିଛି ।
ରମା ସ‌ଉକ୍‌ତେ ସୁନ୍ଦର ଜୁତା ସୁଇସିଗ୍‌ ।


logo