logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସ୍ୱଚ୍ଛ
ସାଫା
ଗୋଳିଆ ପାଣି ବସିଗଲେ ସ୍ୱଚ୍ଛ ଦେଖାଯାଏ ।
ଗେନ୍ଧଲ୍‌ ଡାଃ ଡକ୍‌ଗଃକିଲାଃ ସାଫା ଜଏତା ।

ସ୍ୱପ୍ନ
ସପ୍‌ନା/ମୁଇନା
ସ୍ୱପ୍ନରେ ମୁଁ ଆକାଶରେ ଉଡୁଥିଲି ।
ମୁଇନାତେ ଇଙ୍ଗ୍ ଆକାଶ୍‌ତେ ଲେଙ୍ଗଖାନ୍‌ତାଏଙ୍ଗ୍ ।

ସ୍ୱପ୍ନ
ମୁଇନା
ମୁଁ ଆଜି ଗୋଟିଏ ଭଲ ସ୍ୱପ୍ନ ଦେଖିଲି ।
ଇଙ୍ଗ୍ ମଉସା ମୁଇଙ୍ଗ୍ ବନେ ମୁଇଁ ମୁଇଁ ମୁଇସିଙ୍ଗ୍ ।

ସ୍ୱଭାବ
ସଭାବ୍‌
ରମାର ସ୍ୱଭାବ ଅତି ସୁନ୍ଦର ଅଟେ ।
ରମାଃ ସଭାବ୍‌ ମୁରୁକ୍‌ ବଢିଆ ହାଏ ।

ସ୍ୱର
ଗାଲା
ରିମି ସ୍ୱର ବଦଳାଇ କଥା ହୋ‌ଇପାରେ ।
ରିମି ଗାଲା ବଦ୍‌ଲାଏକରି କାୟମ୍‌ନା ପାଲ୍‌ତେ ।

ସ୍ୱାଧୀନ
ସ୍ୱାଧିନ୍‌
ଆମେ ସ୍ୱାଧିନ ଭାବରେ କାର୍ଯ୍ୟ କରିପାରୁଁ ।
ଆନିଙ୍ଗ୍ ସ୍ଵାଧୀନ୍‌ତେ କାମୁନା ପାଲ୍‌ତେନିଙ୍ଗ୍ । / ଆନିଙ୍ଗ୍ ଆନିଆଃ ନିଜର ଅଧିନ୍‌ ତେ କାମୁତାନିଙ୍ଗ୍ ।

ସ୍ୱାର୍ଥ
ସ୍ୱାର୍ଥ
ଆଜିକାଲି ସମସ୍ତେ ସ୍ୱାର୍ଥ ଚେଷ୍ଟା କରୁଛନ୍ତି ।
ଉପାଡି ଝକିଗା ନିଜର୍‌ ନିଜର୍‌ ସ୍ଵାର୍ଥ ଚେରେଷ୍ଟା ବାଏତାଏଗ୍‌କି ।

ସ୍ୱାସ୍ଥ୍ୟ
ନିରୀ
ଆମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ।
ଏଲାଃ ଇସ୍‌କୁଲ୍‌ତେ ନିରି ଆଃ ଯାଁଚ ବାୟଃକି ।

ସ୍ୱାସ୍ଥ୍ୟ କେନ୍ଦ୍ର
ଆସ୍‌ପାତାଲ
ପ୍ରତି ପଞ୍ଚାୟତରେ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ।
ହରେକ୍‌ ପଂଚେତ୍‌ ତେ ଆସ୍‌ପାତାଲ୍‌ ଆଃଇ ।

ସ୍ୱାସ୍ଥ୍ୟସେବା
ନିରୀ ଆଜତନ୍‌
ସରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି ।
ସାର୍‌କାର୍‌ ନିରୀଆଃ ଜତନ୍‌ ଡଡ୍‌ନାଃଥମ୍‌ ଦାଗ୍‌ଦାର୍‌ ତେର୍‌ତେ ।


logo