logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସ୍ଥାବର
ଥାବର୍‌
ଆମର ସ୍ଥାବର ସମ୍ପତ୍ତି କିଛି ନାହିଁ ।
ଆନିଆଃ ଥାବ୍‌ର ସମ୍‌ପତି ଇହିଜ ମଃଡେଗ୍‌ ।

ସ୍ଥିର
କାୟକାଥା
ସମସ୍ତେ ଗୋଟିଏ ଜାଗାରେ ଏକଜୁଟ ହେବାକୁ ସ୍ଥିର କରାଯାଇଛି ।
ଝାକିଗା ମୁଇଙ୍ଗ୍ ଠାଣ୍‌ତେ ଭେଃଟ ଡମନାଃଥମ୍‌ କାୟମକାଥା ବିଚାର୍‌ ହଏସିଗ୍‌ ।

ସ୍ନାନ
ଉଆଃନା
ସକାଳ ସ୍ନାନ ଦେହକୁ ହିତ ।
ମିଆଁତେ ଉଆଃକିଲାଃ ନିରିଆଥମ୍‌ ଭଲ ହାଏ ।

ସ୍ନେହ
ଲେମ୍‌ଲେମା
ଆମେ ପିତା ମାତାଙ୍କର ସ୍ନେହ ପାଇ ବଢ଼ିଛୁଁ ।
ଆନିଆଃ ବୁଆ ମାଁ ଲେମ୍‌ଲେମା କୁଇ କରି ମାହାସିଗ୍‌ନିଙ୍ଗ୍ ।

ସ୍ପର୍ଶ
ଜିବ୍‌କଲା
ଆଜିକାଲି ସ୍ପର୍ଶ ଦ୍ୱାରା ଚିକିତ୍ସା କରାଯାଉଛି ।
ଉପାଡି ଜିବ୍‌କଲା କସୁମେବ୍‌ଲାଏ ତାଏଗ୍‌କି ।

ସ୍ପର୍ଶକ
ସ୍ପର୍ଶକ
ପ୍ରତି କୋଣର ଏକାଧିକ ସ୍ପର୍ଶକ ଥାଏ ।
ଝାକି କନାଃ ମୁଇଙ୍ଗତାଏ ଅଏତ୍‍କା ସ୍ପର୍ଶକ ଆତା ।

ସ୍ପଷ୍ଟ
ପୂରାସାଫା
ବହିର ଛବିଗୁଡ଼ିକ ସ୍ପଷ୍ଟ ଦେଖାଯାଉଛି ।
ବହି ଆଃ ଫଟୁକି ପୂରା ସାଫା ଜଏତାଏଗ୍‌ ।

ସ୍ପୃହା
ଇଛା
ପଦଯାତ୍ରା କରିବାରେ ମୋର ସ୍ପୃହା ନାହିଁ ।
ସାଉଡ୍‌ ସାନ୍‌ନାଆଥମ୍‌ ଇଙ୍ଗାଃ ମୁଟେ ଇଛା ମଃଡେଗ୍‌ ।

ସ୍ଫୁର୍ତ୍ତି
ଫୁର୍ତ୍ତି
ସକାଳେ ବ୍ୟାୟାମ କଲେ ସ୍ଫୁର୍ତ୍ତି ଲାଗେ ।
ମିଆଃତେ ବିଆମ୍‌ ବାୟଃଲାଃ ଫୁର୍ତ୍ତି ଲାଃତା ।

ସ୍ଫୁଲିଙ୍ଗ
ଜାଡାଙ୍ଗ୍
ପଥରରେ ଲୁହା ବାଜିଲେ ଅଗ୍ନି ସ୍ଫୁଲିଙ୍ଗ ବାହାରେ ।
ସରେଙ୍ଗତେ ଲୁଆଙ୍ଗ୍ ଠଃଖଲା ଜାଡାଙ୍ଗନେ ତିମ୍‌ସମ୍‌ ମୁଃତା ।


logo