logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଲେଖାଲେଖି
ଲେଖାଲେଖି
ସମୟ ମିଳିଲେ ମୁଁ ଲେଖାଲେଖି କରେଁ ।
ସମେ କୁଇକିଲାଃ ଇଙ୍ଗ୍ ଲେଖାଲେଖି ବାଏତିଗ୍ଂ ।

ଲେବଲ କ୍ରସିଂ
ଫାଟକ୍‌
ରେଳରାସ୍ତା ପାର ହେବାକୁ ଲେବଲ କ୍ରସିଂ ଥାଏ ।
ରେଲ ସଡ୍‌କ ପାର ହଏନାଃଥମ୍‌ ଫାଟକ୍‌ ଲାଃସିଃତା ।

ଲୋକ ସଂଖ୍ୟା
ଲେବୁ ସଂଖ୍ୟା
ପ୍ରତିଦିନ ଲୋକ ସଂଖ୍ୟା ବଢୁଛି ।
ହରେକ୍‌ ଦିନ୍‍ ଲେବୁ ସଂଖ୍ୟା ବଢ଼େତାଏଗ୍‌ ।

ଲୋଟି
ଗୁରକରି
ପିଲାଟି ତଳେ ଲୋଟି କାନ୍ଦୁଛି ।
କୁଣୁଃ ଯେ ତୁତାତେ ଗୁର୍‌କରି ଇୟାମ୍‌ ତାଏଗ୍‌ ।

ଲୋଭୀ
ଲୁଭିଆ
ଲୋଭୀର ଧନ ଅନ୍ୟମାନେ ଖଆନ୍ତି ।
ଲୁଭିଆଃ ଧନ/ସମ୍ପତ୍ତି ଅଲ୍‌ଗାକି ନଃତେକି ।

ଲଢ଼େଇ
ଲଢେ
ବିନା ଅସ୍ତ୍ରରେ ନିର୍ବାଚନ ଲଢ଼େଇ ହୁଏ ।
ବିନା/ଏନେମ୍‌ ହାତ୍‌ହଥିଆର୍‌ ବୁଙ୍ଗ ଭୋଟ୍‌ ଲଢ଼େ ହଏତା ।


logo