logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଲାଭ
ଫାଏଦା
କମ ଦାମରେ କିଣି ଅଧିକ ଦାମରେ ବିକିଲେ ଲାଭ ହୁଏ ।
କମ୍‌ ଦାମ୍‌ ବୁଙ୍ଗ୍ ସଙ୍ଗକଲା ଅଏତ୍‌କା ଦାମ୍‌ତେ ଅବସ୍‌ଙ୍ଗଃଲାଃ ଫାଏଦା ହଏତା ।

ଲାଲ
ଲାଲ୍‌/ଲାଲିହା
ଲାଲ ଗୋଲାପ ଦେଖିବାକୁ ଖୁବ ସୁନ୍ଦର ।
ଲାଲିହା ଗୁଲାପ୍‌ ଜଏନାଃଥମ୍‌ ଖୋବ୍‌ ସୁନ୍ଦର ।

ଲାଳ
ଲାର୍‌
କୁକୁର ଲାଳ ବିଷାକ୍ତ ଅଟେ ।
ସଲଃ ଆଃ ଲାର୍‌ ବିଷ୍‌ ହାଏ ।

ଲିଚୁ
ଲିଚି
ଲିଚୁ ଏକ ମିଠା ଫଳ ଅଟେ ।
ଲିଚି ମୁଇଙ୍ଗ୍ ମିଠା ଲକୁ ହାଏ ।

ଲିଭାଇ
ମବ୍‌ଲିଗ୍‍
କଳାପଟାର ଲେଖାକୁ ଶିକ୍ଷକ ଲିଭାଇ ଦେଲେ ।
କଳାପଟାଃ ଲେଖାତେ ମାଷ୍ଟର ମବ୍‌ଲିବ୍‌ (ମେଟାଏ) ଗଥଃ ।

ଲୁଗା
ଛିଡ
ଭିକାରୀଟି ଚିରା ଲୁଗା ପିନ୍ଧିଛି ।
ଭିଖାରୀ ଯେଃ ଗାଃ ଗାଃ ଛିଡ୍‌ହା ସୁଇସିଗ୍‌ ।

ଲୁଚି
ଲେଡ
ଚୋରଟି ଲୁଚି ପଳାଇଲା ।
ଚର୍‌ହା ଯେଃ ଲେଡ୍‌ ଜାରଃ ।

ଲୁଣ
ବିଲୁଙ୍ଗ୍
ସମୁଦ୍ର ପାଣିରୁ ଲୁଣ ମରାଯାଏ ।
ସମ୍‌ଦୁର୍‌ ଡାଃ ତାୟ ବିଲୁଙ୍ଗ୍ ତାର୍‌ଡମ୍‌ତା ।

ଲୁହ
ରମଡ୍‌ ତାଃ
ଆଖିରୁ ଲୁହ ଝରେ ।
ମଡ୍‌ତାଏ ରମ୍‌ଡ ଡାଃ ଗୁର୍‌ତା ।

ଲେଖ
ଲେଖାଏନା
ପ୍ରତିଦିନ ହସ୍ତାକ୍ଷର ଲେଖ ।
ଝାକି ଦିନ ହସ୍ତଲିପି ଲେଖାଏପେ ।


logo