logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବଣଭୋଜି
ଭୁଜି
ଆମେ ସ୍କୁଲ ପିଲା ବଣଭୋଜି କରିଗଲୁଁ ।
ଏଲେ ଇସ୍‌କୁଲ କୁଣୁଃ କି ଭୁଜି ବାଏନା ସାନ୍‌କିଲେ ।

ବତକ
ଗେଡେ
ବତକ ପାଣିରେ ପହଁରି ପାରେ ।
ଗେଡେ ଡାଃ ତେ ପହଁରେ ନା ପାଲ୍‌ତେ ।

ବତାସ
କଏଡାଃ ଡାଃ
ବେଳେବେଳେ ଜୋରରେ ବତାସ ବହେ ।
ମେସନ୍‌ ମେସନ୍‌ ଜୋର୍‌ ଆଁଟେ କଏଡାଃ ଡାଃ ତାର୍‌ତେ ।

ବଦଳି
ବଦଳି
ଆମ ବାପା ବାଲିଗୁଡାକୁ ବଦଳି ହେଲେ ।
ଏଲାଃ ବୁଆଗିଙ୍ଗ୍ ବାଲିଗୁଡାବୁଙ୍ଗ୍ ବଦ୍‌ଳି ହଏ ଗଃ କି ।

ବଦଳେ
ବଦ୍‌ଲେ
ଗ୍ରୀଷ୍ମ ଋତୁରେ ପରିବେଶ ବଦଳେ ।
କାସା/ଜେଠ୍‌ ଲେରାଙ୍ଗତେ ପରିବେଶ୍‌ ବଦ୍‌ଲେ ତା

ବନ
ଆଡାୟ
ବନରକ୍ଷୀ ବନ ରକ୍ଷା କରନ୍ତି ।
ମୁହ୍‌ରୀ ଆଡାୟ୍‌ ବାଞ୍ଚାୟତେ ।

ବନ୍ଧକ
ବନ୍ଧକ୍‌
ମୋର ବନ୍ଧୁ ରମା ଜମି ବନ୍ଧକ ରଖି ଋଣ କରିଛନ୍ତି ।
ଇଙ୍ଗା ସରିଗିଙ୍ଗ୍ ରମା ଜମିନ୍‌ ବାନ୍ଧା ଉନ୍‌ କଲା ଲୁନ୍‌ ବାଏସିଗ୍‌ ।

ବନ୍ଧା
ତଲନା
ପଘାରେ ଗାଈକୁ ବନ୍ଧା ଯାଇଛି ।
ପାଘାବୁଙ୍ଗ୍ ଗାଏତେ ତଳ୍‌ଡମ୍‌ସିଗ୍‌ ।

ବନ୍ଧୁ
ବଁଧୁଃ/ସରି
ଦୁଃଖ ବେଳର ବନ୍ଧୁ ପ୍ରକୃତ ବନ୍ଧୁ ଅଟନ୍ତି ।
ଦୁଃଖ୍‌ ବେଡାଃ ବଁଧୁ ଅସଲ୍‌ ବଁଧୁ ହାଏକି ।

ବନ୍ଧୁକ
ବନ୍ଧୁକ୍‌
ସୈନ୍ୟମାନେ ବନ୍ଧୁକରେ ଯୁଦ୍ଧ କରନ୍ତି ।
ସ‌ଇନିକି ବନ୍ଧୁକ୍‌ ବୁଙ୍ଗ୍ ଯୁଧ ବାୟତେ କି ।


logo