logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବ୍ୟାଗ
ମୁନା
ମୁଁ ବହିପତ୍ର ବ୍ୟାଗ୍‌ରେ ଧରେଁ ।
ଇଙ୍ଗ୍ ବହିପତର୍‍ ମୁନାତେ ଧଃତେ ତିଙ୍ଗ୍ ।

ବ୍ୟାଘ୍ର
କିଡଃ
ଆମ ଜଙ୍ଗଲରୁ ବ୍ୟାଘ୍ର ଶୀକାର ନିଷେଧ ଅଟେ ।
ଆନିଆଁ ଆଡାୟ୍‌ତାୟ୍‌ କିଡଃ କୁମାଙ୍ଗ୍ ବାଏନା ମନାହାଏ ।

ବ୍ୟାଟ
ବେଟ୍‌
ବ୍ୟାଟରେ କ୍ରିକେଟ ଖେଳାଯାଏ ।
ବେଟ୍‌ ବୁଙ୍ଗ୍ କିର୍‌କେଟ୍‌ ଏବଃ ତାକି ।

ବ୍ୟାୟାମ
ବିଆମ୍‌
ବ୍ୟାୟାମ କଲେ ଶରୀର ସୁସ୍ଥ ରହେ ।
ବିଆମ୍‌ ବାୟଃଲାଃ ନିରୀ ସୁନ୍ଦର୍‍ ନିରୋଗ ରହେତା ।

ବଡ଼
ମାହା/ବଡ୍‌ଖା
ମହାନଦୀ ଓଡ଼ିଶାର ବଡ଼ ନଦୀ ଅଟେ ।
ମହାନଦୀ ଉଡିଶାଃ ମାହା ଖିରମ୍‌ ହାଏ ।

ବଡ଼ଚିହ୍ନ
ମାହାଁ ଚିହ୍ନା
ବଡ଼ଚିହ୍ନ ଵଡ଼କୁ ବୁଝାଏ ।
ମାହାଁଚିହ୍ନା ମାହାଁତେ ବୁଝାଏତେ ।

ବଡ଼ିଭୋର
ଝୁଞ୍ଜକୁର୍‌
ମୁଁ ବଡ଼ିଭୋର ବେଳେ ଉଠି ବହି ପଢ଼େଁ ।
ଇଙ୍ଗ୍ ଝୁଞ୍ଜକୁର୍‌ ତାଏ ବେରୁଡ୍‌ କଲା ବହି ପଢେତାଏଙ୍ଗ୍ ।

ବଢ଼ିବା
ମାହାନା
ନଖ ବଢ଼ିବାକୁ ଦିଅ ନାହିଁ ।
ରାମାଡ୍‌ ମାହାନାଃଥମ୍‌ ଆବୁ ତେରେପେ ।

ବଢ଼େଇ
ବଢେ
ବଢ଼େଇ ଆମ ପାଇଁ ଖଟ ତିଆରି କରନ୍ତି ।
ବଢେ ଆନିଆଁ ଥମ୍‌ ଖାଁଟି ତିଆର୍‌ ବାଏତେ କି ।

ବୟସ
ବଏସ୍‌
ବୟସ ବଢିଲେ ଜ୍ଞାନ ବି ବଢେ ।
ବଏସ୍‌ ବଢେକିଲାଃ ଗିଆନ୍‌/ବୁଃଧି ଜ ବଢେତା ।


logo