logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପରିସ୍ଥିତି
ଅଭାବ ଅସୁବିଧା
ପରିସ୍ଥିତିକୁ ବିଚାର କରି କାର୍ଯ୍ୟ କରିବା ଉଚିତ ।
ଅଭାବ ଅସୁବିଧା ବିଚାର୍‌ କରି କାମ୍‌ ବାୟ୍‌ନାଃ କାୟ୍‌ମ୍‌ ।

ପରୀକ୍ଷା
ପର୍‌ଖିଆ
ପ୍ରତ୍ୟେକ ଛାତ୍ର ପରୀକ୍ଷାର ସମ୍ମୁଖୀନ ହେବା ଉଚିତ ।
ଝାକି ଇସ୍‌କୁଲିଆ କି ପର୍‌ଖିଆଃ ସାମନା ହଏନାଃ କାୟମ୍‌ ।

ପରୋପକାର
ହଡମ୍‌ ଆଃ ବାରୁ ବାଏନା
ପରୋପକାର ପରମ ଧର୍ମ ।
ହଡମ୍‌ ଆଃ ବାରୁ ବାଏନା ମାହା ଧରମ୍‌ ହାଏ ।

ପର୍ବ
ତିହାର୍‌
ଓଡ଼ିଶାରେ ଅନେକ ପର୍ବ ପର୍ବାଣୀ ପାଳିତ ହୁଏ ।
ଉଡିଶାତେ କିଃତେ ତିହାର୍‌ ବାହାର୍‌ ମାନାୟ୍‌ତେକି ।

ପଲ
ଗହ୍‌ଡି
ଗୋରୁ ପଲ ସଂନ୍ଧ୍ୟାରେ ଫେରେ ।
ଅରେଗ୍‌ ଗହ୍‌ଡି ବେଡ ବିଁଣିବ୍‌ ଏଙ୍ଗତା କି ।

ପଲ୍ଲବ
ଲାଃରାଃ
ଗଛରେ ପଲ୍ଲବ ସୁନ୍ଦର ଦେଖାଯାଏ ।
ଦାରୁତେ ଲାଃରାଃ ଆକିଲାଃ ସୁନ୍ଦର୍‌ ଜୟ୍‌ତା ।

ପଲ୍ଲୀ
ପାଡା
ଫସଲ ଅମଳ ସମୟରେ ପୁରପଲ୍ଲୀ ମୁଖରିତ ହୁଏ ।
ଫସଲ୍‌ ଆମ୍‌ଦାନି ଭେରେ ପାଡା କେଲକେଯେଃ ଲେରୈଃ ଉଥାର୍‌ତା ।

ପଶୁ
ପଶୁ
ଗାଈ ଏକ ଗୃହ ପାଳିତ ପଶୁ ଅଟେ ।
ଗାଏ ମୁଇଙ୍ଗ୍ ଅଗାଃ ବୁଇ ବୁଇ ପଶୁ ହାଏ ।

ପଶୁ ସମ୍ପଦ
ପଶୁଧନ
ପଶୁ ସମ୍ପଦର ଯତ୍ନ ନେବା ଆବଶ୍ୟକ ।
ପଶୁଧନ ଆଃ ଯତନ୍‌ ଡଡ୍‌ନା କାୟମ୍‌ ।

ପଶୁପକ୍ଷୀ
ଜଁତୁ ଚୁରେଇ
ଅନେକ ପଶୁପକ୍ଷୀ ଆମସଙ୍ଗେ ବାସ କରନ୍ତି ।
କିଃତେ ଜଁତୁଚୁରେଇ ଆନିଆଁ ସରି ରହେତାକି ।


logo